ETV Bharat / state

ବୌଦ୍ଧ ବଜାରରେ ମିଳୁଛି ନକଲି ଅଣ୍ଡା !

ବୌଦ୍ଧ ବଜାରରେ ମିଳୁଥିବା ନକଲି ଅଣ୍ଡାକୁ ନେଇ ସ୍ଥାନୀୟ ଅଧିବକ୍ତା ଶ୍ରୀନିବାସ ସାହୁ ଅଭିଯୋଗ କରିଛନ୍ତି। ନକଲି ଅଣ୍ଡାର ସତ୍ୟତାକୁ ନେଇ ଦ୍ବନ୍ଦରେ ଖାଉଟି ।

author img

By

Published : Jun 7, 2019, 10:47 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ସହରରେ ନକଲି ଅଣ୍ଡା ମିଳୁଥିବା ଅଭିଯୋଗ ହୋଇଛି । କେବଳ ବୌଦ୍ଧ ସହରରେ ଦୈନିକ କୋଡିଏ ହଜାରରୁ ଉର୍ଦ୍ଧ୍ବ ଅଣ୍ଡାର ବ୍ୟବସାୟ ଥିବା ବେଳେ ବର୍ତ୍ତମାନ ନକଲି ଅଣ୍ଡାର ସତ୍ୟତାକୁ ନେଇ ଖାଉଟି ଦ୍ବନ୍ଦରେ ଅଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧର ହୋଲସେଲ, ଖୁଚୁରା ଦୋକାନୀ ସହିତ ବିଭିନ୍ନ ହୋଟେଲ ଓ ଫାଷ୍ଟଫୁଡ ଦୋକାନରେ ବିଶେଷ ଭାବରେ ଅଣ୍ଡା ମିଳୁଥିବା ବେଳେ ଲେୟାର ଅଣ୍ଡା(ଧଳା ରଙ୍ଗ) ଓ ବନରାଜ ଅଣ୍ଡା (ଖଇରିଆ ରଙ୍ଗ) ସହିତ ଅତି ନଗନ୍ୟ ଭାବେ ଦେଶୀ ଅଣ୍ଡା ମିଳିଥାଏ ।

ଏବେ ବୌଦ୍ଧ ବଜାରରେ ନକଲି ଅଣ୍ଡା ମିଳୁଥିବା ନେଇ ସ୍ଥାନୀୟ ଅଧିବକ୍ତା ଶ୍ରୀନିବାସ ସାହୁ ଅଭିଯୋଗ କରିଛନ୍ତି। ଏପଟେ ଏଭଳି କୌଣସି ପ୍ରକାରର ଅଣ୍ଡା ବୌଦ୍ଧ ବଜାରରେ ନଥିବା ଜଣେ ବ୍ୟବସାୟୀ ମୌଖିକ ଭାବେ ଜଣାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

SLUG....ସମ୍ବଲପୁର ର ସମସ୍ତ ଶୀତଲଷଷ୍ଠୀ ଯାତ୍ରା କମିଟିର ହନୁମାନ ନିଉତା ଶେଷ।ଆଜି ରାତ୍ରିରେ ବାହାରିବ ବିବାହ ବରଯାତ୍ରୀ ଶୋଭାଯାତ୍ର।
Format..AVB
Reporter.Badsah Jusman Rana
Date.07.06.19...
Place.Sambalpur.

Anchor.... ସମ୍ବଲପୁର ଝାଡୁଆପଡା ର ଲୋକନାଥ ବାବା, ମୁଦିପଡା ଜାଗେଶ୍ୱର ବାବା ଓ ବଡବଜାର ଶିତଳେଶ୍ୱର ବାବା ଙ୍କ ବିବାହ ପାଇଁ  ଦେବ ନିମନ୍ତ୍ରଣ ବା ହନୁମାନ ନିଉତା ଗତ ଗୁରୁବାର ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି।ଆଜି ରାତ୍ରିରେ ହେବ ଦେବ ଦମ୍ପତି ଙ୍କ ବାହାଘର।ଏହାସହ ସମ୍ବଲପୁର ର ଛୋଟବଡ଼ ସମସ୍ତ ଶୀତଲଷଷ୍ଠୀ ଯାତ୍ର କମିଟିର ହନୁମାନ ନିଉତା ବା ଦେବ ନିମନ୍ତ୍ରଣ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ବିଳମ୍ୱିତ ରାତ୍ରି ହନୁମାନ ନିଉତା ପରମ୍ପରା ସମ୍ପନ୍ନ ହୋଇଛି।ପାରମ୍ପରିକ ରୀତିନୀତି ରେ ପୂଜାର୍ଚ୍ଚନା ପରେ ଭଗବାନ ହନୁମାନ ଏକ ଦିବ୍ୟ ବିମାନରେ ଉପବିଷ୍ଟ ହୋଇ ସହର ର ସମସ୍ତ ଦେବାଳୟ କୁ ଯାଇ ମିଠେଇ,ସୁପାରୀ ଓ ହଳଦୀ ଗୁଣ୍ଡ ଦେଇ ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ ଦେବା ଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି।ଭଗବାନ ହନୁମାନଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ର ରେ ପାରମ୍ପାରିକ ଲୋକ କଳାକାର ସମିଲ ହୋଇ ନିଜ କଳା ପରିବେଷଣ କରିଥିଲେ।ଘଣ୍ଟ ଶଙ୍ଖ ଓ ମର୍ଦଳ ର ତାଳ ଅଧ୍ୟତ୍ମିକ ପରିବେଶ ସୃଷ୍ଟି କରିଥିଲ।ଆଜି ରାତ୍ରି ସାଢେ10 ଟା ପରେ ବାହାରିବ ବରଯାତ୍ରୀ ଶୋଭାଯାତ୍ର। ରାତ୍ରି 3 ଟାରୁ ଭୋର 5ଟା ମଧ୍ୟରେ ହେବ ବାହାଘର।ସମ୍ବଲପୁର ଝାଡୁଆପଡା ଯାତ୍ରା କମିଟିର ହନୁମାନ ନିଉତାରେ ସମ୍ବଲପୁର ବିଧାୟକ ଜୟନାରାୟନ ମିଶ୍ର ସମିଲ ହୋଇଥିଲେ।

ବାଇଟ-1-ମହେନ୍ଦ୍ର ପୂଜାରୀ,ମୁଖ୍ୟ ପୂଜକ,ଝାଡୁଆପଡା,
ବାଇଟ-2-ଶୁଶାନ୍ତ କୁ ପୁରୁହିତ,ଉପସଭାପତି, ଝାଡୁଆପଡା ଶୀତଲଷଷ୍ଠୀ ଯାତ୍ରା କମିଟି।
ବାଇଟ-3-ଜୟନାରାୟନ ମିଶ୍ର,ବିଧାୟକ,ସମ୍ଵଲପୁର।

ଭିଜୁଆଲ ମଜୋରୁ ଅଫଲୋଡ଼ ହୋଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.