ETV Bharat / state

ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ - boudh sports news

ଉଦଘାଟନ ହେଲା ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଦେଶର ବଛାବଛା 8ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ...

ds cup football tournament inaugurate in boudh
ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
author img

By

Published : Jan 16, 2020, 9:58 PM IST

ବୌଦ୍ଧ: ଉଦଘାଟନ ହେଲା ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଯୁବ ଫୁଟବଲ ପ୍ରେମୀଙ୍କ ସହ ଖେଳର ମଜା ଉଠାଉଛନ୍ତି ବୟୋଜ୍ୟେଷ୍ଠ ପୂର୍ବତନ ଫୁଟବଲ ଖେଳାଳି । ବୌଦ୍ଧ କଚେରୀ ପଡିଆ ଠାରେ ଆରମ୍ଭ ହୋଇଛି ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଦେଶର ବଛାବଛା 8ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି ।

ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

5 ବର୍ଷ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ କେବଳ ଜିଲ୍ଲା କିମ୍ବା ରାଜ୍ୟ ନୁହେଁ ବରଂ ଜାତୀୟସ୍ତରର ଅନେକ ଫୁଟବଲ ଖେଳାଳି ମଧ୍ୟ ଭାଗ ନେଇଛନ୍ତି । ଜାନୁଆରୀ 16 ରୁ 21 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେକ ଦିନ ଖେଳ ଦେଖିବାକୁ ଭିଡ ଲାଗୁଛି

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଉଦଘାଟନ ହେଲା ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ନାମେଣ୍ଟ ।ଯୁବ ଫୁଟବଲ ପ୍ରେମୀଙ୍କ ସହ ମଜା ଉଠାଉଛନ୍ତି ବୟୋଜ୍ୟେଷ୍ଠ ପୂର୍ବତନ ଫୁଟବଲ ଖେଳାଳୀ ।
ବୌଦ୍ଧ କଚେରୀ ପଡିଆ ଠାରେ ଆରମ୍ଭ ହୋଇଛି ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ନାମେଣ୍ଟ ।ଦେଶର ବଛାବଛା ଆଠଟି ଦଳ ଏହି ଟୁର୍ନାମେଣ୍ଟରେ ଭାଗ ନେଇଥିବା ବେଳେ ଖେଳ ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ।ପନ୍ଦର ବର୍ଷ ଧରି ଚାଲିଥିବା ଏହି ଟୁର୍ନାମେଣ୍ଟରେ କେବଳ ଜିଲ୍ଲା କିମ୍ବା ରାଜ୍ୟ ନୁହେଁ, ଜାତୀୟ ସ୍ତରରେ ନା କରା ଫୁଟବଲ ଖେଳାଳୀ ମଧ୍ୟ ଏଥିରେ ଭାଗ ନେଉଛନ୍ତି ।ଷୋହଳ ତାରିଖ ଠାରୁ ଏକୋଇଶ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେକ ଦିନ ଖେଳ ଦେଖିବାକୁ ଯୁବବର୍ଗ ଙ୍କ ସହିତ ବୟୋଜ୍ୟେଷ୍ଠ ପୂର୍ବତନ ଫୁଟବଲ ଖେଳାଳୀ ମାନେ ପହଞ୍ଚି ଖେଳ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

Body:ବୌଦ୍ଧ ରେ ଆରମ୍ଭ ହେଲା ସର୍ବ ଭାରତୀୟ ଡିଏସ କପ ଫୁଟବଲ ଟୁର୍ନାମେଣ୍ଟ ।

Conclusion:ବାଇଟ-୧-ଜେମିନ ପ୍ରଜାପତି, ମଧ୍ୟ ପ୍ରଦେଶ
ବାଇଟ-୨-ସତ୍ୟ ପ୍ରକାଶ ଦାସ,ଆୟୋଜକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.