ETV Bharat / state

ଆସୁଛି ମୌସୁମୀ, ସହର ସଫେଇରେ ବ୍ୟସ୍ତ ବୌଦ୍ଧ ପ୍ରଶାସନ

ବୌଦ୍ଧ ସହରରେ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ବର୍ଜ୍ୟବସ୍ତୁ ସମସ୍ୟାକୁ ଦୂର କରିବାକୁ ଅଣ୍ଟା ଭିଡିଛି ପୌରପରିଷଦ । ମୌସୁମୀ ଆସିବା ଆଗରୁ ତତ୍ପର ହୋଇପଡିଛି ପ୍ରଶାସନ ।

author img

By

Published : Jun 12, 2019, 5:04 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲାରେ ମୌସୁମୀ ଆସିବା ଆଗରୁ ତତ୍ପର ହୋଇପଡିଛି ପ୍ରଶାସନ । ବୌଦ୍ଧ ପରିଷଦ ପକ୍ଷରୁ ସହରର ଆବର୍ଜନା ଓ ବର୍ଜ୍ୟବସ୍ତୁ ସାମଗ୍ରୀକୁ ନେଇ ଚାଲିଛି ସଠିକ ପରିଚାଳନା । ସେପଟେ ସହରର ନାଳ ନର୍ଦ୍ଦମା ଆବର୍ଜନାରେ ପୋତି ହେଉଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସହରର ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ବର୍ଜ୍ୟବସ୍ତୁ ସମସ୍ୟାକୁ ଦୂର କରିବାକୁ ଅଣ୍ଟା ଭିଡିଛି ପୌରପରିଷଦ । ସଫେଇ କର୍ମଚାରୀଙ୍କୁ ନେଇ ଚାରି ପ୍ରକାରର ବର୍ଜ୍ୟସାମଗ୍ରୀର ସୁପରିଚାଳନା କିଭଳି କରାଯିବ ସେନେଇ ସ୍ବତନ୍ତ୍ର ତାଲିମ ଦିଆଯାଇଛି । କିନ୍ତୁ ଏବେବି କେତେକ ବସ୍ତିର ନାଳ ଉପରେ ଆବର୍ଜନା ସଫା ହୋଇନପାରି ପରିବେଶକୁ ଦୂଷିତ କରୁଛି ।

ସେପଟେ, ଜିଲ୍ଲାରେ ଏକ ମାତ୍ର ଏନଏସିରେ ନାଳ ଜବରଦଖଲ ସମସ୍ୟାକୁ ନେଇ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଆଉ ଅଳ୍ପ ଦିନ ପରେ ଓଡିଶାରେ ପହଞ୍ଚିବ ମୌସୁମୀ ବର୍ଷା ।ଏହା ପୂର୍ବରୁ ବୌଦ୍ଧ ପୌରପରିଷଦ ପକ୍ଷରୁ ସହରର ଆବର୍ଜନା ଓ ବର୍ଜ୍ୟସାମଗ୍ରୀ ର ସଠିକ ପରିଚାଳନା ପାଇଁ ତତ୍ପର ହୋଇଛି ।ଏପଟେ ସହରର ନାଳ ନର୍ଦମା ଜବରଦଖଲରେ ତଥା ଆବର୍ଜନା ରେ ପୋତି ହେଉଥିବା ଅଭିଯୋଗ ହୋଇଛି ।

Body:ଆଉ ଅଳ୍ପ ଦିନ ପରେ ପହଞ୍ଚିବ ମୌସୁମୀ ବର୍ଷା । ବୌଦ୍ଧ ସହରର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ବର୍ଜ୍ୟବସ୍ତୁ ସମସ୍ୟା କୁ ଦୂର କରିବାକୁ ଅଣ୍ଟା ଭିଡିଛି ପୌରପରିଷଦ । ବୌଦ୍ଧ ପୌରପରିଷଦ ପକ୍ଷରୁ ବିଭାଗର ସଫେଇ କର୍ମଚାରୀଙ୍କୁ ନେଇ ଚାରି ପ୍ରକାରର ବର୍ଜ୍ୟସାମଗ୍ରୀ ର ସୁପରିଚାଳନା କିଭଳି କରାଯିବ ସେନେଇ ସ୍ବତନ୍ତ୍ର ତାଲିମ ଦିଆଯାଇଛି ।କିନ୍ତୁ କେତେକ ବସ୍ତିରେ ନାଳ ଉପରେ ଘର ତଥା ଜବରଦଖଲ ସମସ୍ୟା ଯୋଗୁଁ ବର୍ଷ ବର୍ଷ ଧରି ଜଗଡା ସଫା ହୋଇନପାରି ଦୂଷିତ ପରିବେଶ ସୃଷ୍ଟି ହୋଇଛି ।ଏପଟେ ବୌଦ୍ଧ ଜିଲ୍ଲାର ଏକ ମାତ୍ର ଏନ ଏ ସିରେ ନାଳ ଜବରଦଖଲ ସମସ୍ୟା କୁନେଇ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି ।

Conclusion:ବାଇଟ-୧-ଶଙ୍କର ଅଗ୍ରୱାଲ, ବୁଦ୍ଧିଜୀବୀ
ବାଇଟ-୨-ମନୋରଞ୍ଜନ ପଣ୍ଡା, ନିର୍ବାହୀ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.