ETV Bharat / state

ଲକଡାଉନ ପାଇଁ ଫିକା ପଡିଲା ଓଡିଆ ନବବର୍ଷ, ଭାଙ୍ଗିଲା ପ୍ରଶାସନିକ ନିୟମ - ବୌଦ୍ଧରେ ନିୟମ ଉଲଙ୍ଘନ

ସାମାଜିକ ଦୂରତା ନିୟମ ଆଧାରରେ ଦଣ୍ଡ ଯାତ୍ରା ବନ୍ଦ ହୋଇଥିଲେ ମଧ୍ୟ ମେରୁ ସଂକ୍ରାନ୍ତି ଅବସରରେ ବୌଦ୍ଧର କେତେକ ସ୍ଥାନରେ ଉତ୍ସବର ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା ।

boudh lockdown, odia new year in corona, pana sankranti in boudh, breaking of lockdown rules in boudh, boudh latest news, ବୌଦ୍ଧରେ ଲକଡାଉନ, କୋରୋନାରେ ଓଡିଆ ନବ ବର୍ଷ, ବୌଦ୍ଧରେ ପଣା ସଂକ୍ରାନ୍ତି, ବୌଦ୍ଧରେ ନିୟମ ଉଲଙ୍ଘନ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌
ଲକଡାଉନ ପାଇଁ ଫିକା ପଡିଲା ଓଡିଆ ନବ ବର୍ଷ, ଭାଙ୍ଗିଲା ପ୍ରଶାସନିକ ନିୟମ
author img

By

Published : Apr 13, 2020, 9:22 PM IST

ବୌଦ୍ଧ: ଲକଡାଉନ ପାଇଁ ଫିକା ପଡିଛି ଚଳିତବର୍ଷର ହିନ୍ଦୁ ନବବର୍ଷ । ସଂକ୍ରମଣ ରୋକିବା ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମ ଆଧରରେ ଦଣ୍ଡ ଯାତ୍ରା ବନ୍ଦ ହୋଇଥିଲେ ମଧ୍ୟ ମେରୁ ସଂକ୍ରାନ୍ତି ଅବସରରେ ବୌଦ୍ଧର କେତେକ ସ୍ଥାନରେ ଉତ୍ସବର ଆୟୋଜନ ହୋଇଥିବା ଦେଖିବାକୁ ମିଳିଥିଲା ।

ଲକଡାଉନ ପାଇଁ ଫିକା ପଡିଲା ଓଡିଆ ନବ ବର୍ଷ, ଭାଙ୍ଗିଲା ପ୍ରଶାସନିକ ନିୟମ

କିଛି ସ୍ଥାନରେ କେବଳ ବିଧି ରକ୍ଷା କରାଯାଇଥିବା ବେଳେ ଅନେକ ସ୍ଥାନରେ ସାମାଜିକ ଦୂରତା କଟକଣାକୁ ଉଲ୍ଲଂଘନ କରାଯାଇଥିବା ଦେଖାଯାଇଥିଲା । ଦଣ୍ଡୁଆମାନେ ଏହି ଅବସରରେ ନିଜ ବ୍ରତ ଉପବାସ ଭାଙ୍ଗିବା ପାଇଁ ବିଭିନ୍ନ ଧାର୍ମିକ ପୀଠରେ ଏକତ୍ରିତ ହୋଇଥିଲେ । ଏଥିସହ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ପଣା ମଧ୍ୟ ଦିଆଯିବା ସହ ଦେବୀ ମନ୍ଦିରର ଧ୍ବଜାକୁ ପରିବର୍ତ୍ତନ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.