ETV Bharat / state

କୋରୋନା କଟକଣାରେ ଫିକା ପଡିଲା ଜୁହାର ଭେଟ ପରମ୍ପରା - କୋରୋନା କଟକଣା

କୋରୋନା କଟକଣା ମଧ୍ୟରେ ପାଳିତ ହେଲା ନୂଆଖାଇ ପର୍ବ । ତେବେ ଜୁହାର ଭେଟ ପାଇଁ ସାରା ପଶ୍ଚିମ ଓଡ଼ିଶାରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବୁଟୁପାଲିରେ ରବିବାର ଏହି ଜୁହାର ଭେଟ ପରମ୍ପରା ଫିକା ପଡିଥିବା ବୁଦ୍ଧିଜୀବୀ କହିଛନ୍ତି । ଅଧିକ ପଢନ୍ତୁ...

କୋରୋନା କଟକଣାରେ ଫିକା ପଡିଲା ଜୁହାର ଭେଟ ପରମ୍ପରା

author img

By

Published : Aug 23, 2020, 11:01 PM IST

ବୌଦ୍ଧ: କୋରୋନା କଟକଣା ମଧ୍ୟରେ ପାଳିତ ହେଲା ନୂଆଖାଇ ପର୍ବ । ତେବେ ଜୁହାର ଭେଟ ପାଇଁ ସାରା ପଶ୍ଚିମ ଓଡ଼ିଶାରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବୁଟୁପାଲିରେ ରବିବାର ଏହି ଜୁହାର ଭେଟ ପରମ୍ପରା ଫିକା ପଡିଥିବା ବୁଦ୍ଧିଜୀବୀ କହିଛନ୍ତି ।

କୋରୋନା କଟକଣାରେ ଫିକା ପଡିଲା ଜୁହାର ଭେଟ ପରମ୍ପରା
କୋରୋନା କଟକଣାରେ ଫିକା ପଡିଲା ଜୁହାର ଭେଟ ପରମ୍ପରା
କୋରୋନା କଟକଣାରେ ଫିକା ପଡିଲା ଜୁହାର ଭେଟ ପରମ୍ପରା

ପଶ୍ଚିମ ଓଡ଼ିଶାର ଗଣପର୍ବ ରବିବାର କୋରୋନା କଟକଣା ମଧ୍ୟରେ ପାଳିତ ହୋଇଛି । ବୌଦ୍ଧର ଈଷ୍ଟଦେବୀ ମା ଭୈରବୀଙ୍କ ନିକଟରେ ପ୍ରଥମେ ସକାଳ ନଟା ସମୟରେ ନବାନ୍ନ ଲାଗି ହେବାପରେ ଜିଲ୍ଲାର ବିଭିନ୍ନ ଦେବାଦେବୀ ପୀଠରେ ନବାନ୍ନ ଲାଗି ହେବା ସହ ସାଧାରଣ ଲୋକ ନୂଆଖାଇ ପାଳନ କରିଥିଲେ । କେତେକ ସ୍ଥାନରେ ବଳି ପ୍ରଥା ପ୍ରଚଳିତ ଯୋଗୁଁ ଛେଦ ପଡିଥିବା ବେଳେ ଅନ୍ୟ କିଛି ସ୍ଥାନରେ ଖିରି କାକରା ଭୋଗ ଲାଗିଥିଲା ।

ତେବେ ଜୁହାର ଭେଟ ପାଇଁ ପଶ୍ଚିମ ଓଡ଼ିଶାରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବୌଦ୍ଧ ଜିଲ୍ଲାର ବୁଟୁପାଲି ଗ୍ରାମରେ ଆଜି ଏହି ପରମ୍ପରା ଟିକେ ଫିକା ପଡିଥିବା ବୁଦ୍ଧିଜୀବୀ କହିଛନ୍ତି । ରବିବାର ସଂଧ୍ୟାରେ ଶହ ଶହ ସଂଖ୍ୟାରେ ଭୁଲିଆ ସଂପ୍ରଦାୟର ସମସ୍ତ ବର୍ଗର ଲୋକେ ରାଜ ରାସ୍ତାକୁ ଓହ୍ଲାଇ ଜୁହାର ଭେଟ ପରମ୍ପରା ରେ ସାମିଲ ହୋଇଥିଲେ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.