ETV Bharat / state

ଇଟିଭି ଭାରତ ପ୍ରଭାବ: ଖଳିସାହି ଦୁଷ୍କର୍ମ ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

author img

By

Published : Jan 19, 2020, 3:48 AM IST

ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଖଳିସାହିରେ ଦୁଷ୍କର୍ମର ଶୀକାର ହୋଇଥିବା ପୀଡିତାକୁ ଭେଟିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ଼ଃ ମିନତୀ ବେହେରା । ଅଧିକ ପଢନ୍ତୁ...

comission
ଖଳିସାହି ଦୁଷ୍କର୍ମ ପିଡୀତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ବୌଦ୍ଧ: ଖଳିସାହି ଯୁବତୀଙ୍କୁ ଦୁଷ୍କର୍ମ ମାମଲା। ଜିଲ୍ଲାକୁ ଅଚାନକ ଗସ୍ତ କରି ଦୁଷ୍କର୍ମ ପୀଡିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।

ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଖଳିସାହିରେ ଗତ 9 ତାରିଖରେ ଜଣେ ଯୁବତୀଙ୍କୁ ଧର୍ଷଣ ହୋଇଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ଼ଃ ମିନତୀ ବେହେରା ପୀଡିତାଙ୍କୁ ଭେଟି ଆଲୋଚନା କରି ଗଭୀର ଉଦବେଗ ପ୍ରକାଶ କରିଥିଲେ।

ଖଳିସାହି ଦୁଷ୍କର୍ମ ପିଡୀତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ବିଶେଷ ଭାବେ ପୀଡିତାଙ୍କ ଶାରୀରିକ ଓ ମାନସିକ ସ୍ଥିତି ଭଲ ନଥିବା କହିଛନ୍ତି କମିଶନ ଅଧ୍ୟକ୍ଷା । ତେବେ ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଇଥିବାରୁ ଏନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାକୁ ଅଚାନକ ଗସ୍ତ କରିଥିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।ଏହି ଅବସରରେ ଖଳିସାହିର ଦୁଷ୍କର୍ମ ପିଡୀତାଙ୍କୁ ଭେଟି କମିଶନ ଆଲୋଚନା କରିଥିଲେ ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଖଳିସାହିରେ ଗତ ନ ତାରିଖରେ ଜଣେ ବଣ ବାଳିକା କୁ ଧର୍ଷଣ ହୋଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଥିଲା ।ଏ ସମ୍ପର୍କରେ ଈଟିଭି ଭାରତରେ ଖବର ପ୍ରସାରଣ ପରେ ବୌଦ୍ଧ ଗସ୍ତରେ ଆସି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ଼ ମିନତୀ ବେହେରା ପିଡୀତାଙ୍କୁ ଭେଟି ଆଲୋଚନା କରିଥିଲେ ।ନିଜ ଗାଡି ମଧ୍ୟରେ ଦୀର୍ଘ ସମୟ ଧରି ପିଡୀତଙ୍କ ସହ କମିଶନ ଆଲୋଚନା କରି ଏନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ।ବିଶେଷ ଭାବେ ପିଡୀତଙ୍କ ଶାରୀରିକ ଓ ମାନସିକ ସ୍ଥିତି ଭଲ ନଥିବା କହିଛନ୍ତି କମିଶନ ।ତେବେ ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଇଥିବାରୁ ଏନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି ।

Body:ଖଳିସାହି ଦୁଷ୍କର୍ମ ପିଡୀତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା ।

Conclusion:ବାଇଟ-୧-ଡ଼ ମିନତୀ ବେହେରା, ଅଧ୍ୟକ୍ଷା,ରାଜ୍ୟ ମହିଳା କମିଶନ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.