ETV Bharat / state

ବିନା ସୂଚନା ଫଳକରେ ଉନ୍ନୟନମୂଳକ କାର୍ଯ୍ୟ ! - ବିନା ସୂଚନା ଫଳକରେ ଚାଲିଛି କଲ୍ୟାଣମଣ୍ଡପ କାମ

ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଞ୍ଚାୟତର ହାଟଛକ ନିକଟରେ ଏକ କଲ୍ୟାଣମଣ୍ଡପ କାମ ବିନା ସୂଚନା ଫଳକରେ କରାଯାଉଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 7, 2019, 9:03 PM IST

ବୌଦ୍ଧ: ବିନା ସୂଚନା ଫଳକରେ ପଞ୍ଚାୟତ ନିର୍ମାଣ କରୁଛି ଉନ୍ନୟନମୂଳକ କାର୍ଯ୍ୟ । ବୌଦ୍ଧ ଜିଲ୍ଲା ତେଲିବନ୍ଧ ପଞ୍ଚାୟତର ହାଟଛକ ନିକଟରେ ଏକ କଲ୍ୟାଣମଣ୍ଡପ କାମ ବିନା ସୂଚନା ଫଳକରେ କରାଯାଉଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ମୁତାବକ ୩୫ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି କଲ୍ୟାଣମଣ୍ଡପ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ 10 ଲକ୍ଷ ଟଙ୍କାର କାମ ଚାଲିଛି । କିନ୍ତୁ କାମ ସମ୍ପର୍କରେ କୌଣସି ସୂଚନା କାର୍ଯ୍ୟ କରାଯାଉଥିବା ସ୍ଥାନରେ ଦିଆଯାଇ ନଥିବାରୁ ଏନେଇ ପ୍ରଶ୍ନ ଉଠାଇଛନ୍ତି ପଞ୍ଚାୟତବାସୀ ।

ଘଟଣାକୁ ପ୍ରଥମେ ଘୋଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପରେ ଅତିଶୀଘ୍ର ସେଠାରେ ସୂଚନା ଫଳକ ଲଗାଯିବ ବୋଲି କହିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.