ETV Bharat / state

କୋରୋନା ଯୋଦ୍ଧାଙ୍କ ପରିବାରକୁ 50ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

author img

By

Published : Feb 4, 2022, 10:16 PM IST

ବୌଦ୍ଧରେ ବୃଦ୍ଧି ପାଉଛି ସଂକ୍ରମଣ । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ସଚେତନତା ରଥ ପୁଣିଥରେ ଆରମ୍ଭ କରାଯାଇଛି । ସେପଟେ କୋରୋନା ଯୋଦ୍ଧାଙ୍କ ପରିବାରକୁ 50ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

କୋରୋନା ଯୋଦ୍ଧାଙ୍କ ପରିବାରକୁ 50ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ
କୋରୋନା ଯୋଦ୍ଧାଙ୍କ ପରିବାରକୁ 50ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

ବୌଦ୍ଧ : ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ କୋରୋନା ସଚେତନତା ରଥ ପୁଣିଥରେ ଆରମ୍ଭ କରାଯାଇଛି । ପୂର୍ବରୁ ଓମିକ୍ରନ ମଧ୍ୟ ଚିହ୍ନଟ ହୋଇ ସାରିଛି ।

ଏହାବି ପଢନ୍ତୁ : ଝାଡଖଣ୍ଡରୁ ଲିଙ୍କ ପଠାଉଥିଲା ମାଷ୍ଟର ମାଇଣ୍ଡ, ଭୁବନେଶ୍ଵରରୁ ଠକୁଥିଲେ ୩ ସାଇବର ଠକ

କିନ୍ତୁ ତଥାପି ବୌଦ୍ଧର ଅନେକ ସ୍ଥାନରେ କୋରୋନା କଟକଣା କେହି ଅନୁପାଳନ କରୁନାହାଁନ୍ତି। ଯାହା ଜିଲ୍ଲା ପାଇଁ ଚିନ୍ତା ବଢାଉଛି । ସେପଟେ ବୌଦ୍ଧ ବ୍ଲକର ପୂର୍ବତନ ଆକାଉଣ୍ଟ ରୋମାଞ୍ଚ ସାହୁଙ୍କ କୋରୋନା ଜନିତ ମୃତ୍ୟୁ ହୋଇଥିଲା । ଏନେଇ ସରକାରଙ୍କ ନିଷ୍ପତ୍ତି କ୍ରମେ ତାଙ୍କ ପରିଵାରକୁ ଗୁରୁବାର ବୌଦ୍ଧ ଜିଲ୍ଲାପାଳ ପଚାଶ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.