ETV Bharat / state

କୋଭିଡ କଟକଣା ନମାନି ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ - କୋଭିଡ କଟକଣା

ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ନଦୀ ତଟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ କୋରୋନା କଟକଣାକୁ ନମାନି ଧାର୍ମିକ ପୀଠରେ ଲୋକଙ୍କ ସମାଗମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

boita bandana utsav celebrated in boudh
କୋଭିଡ କଟକଣା ନମାନି ବୋଇତ ବନ୍ଦାଇଲେ ଶ୍ରଦ୍ଧାଳୁ
author img

By

Published : Nov 30, 2020, 1:30 PM IST

ବୌଦ୍ଧ: ସରିଲା ପବିତ୍ର ମାସ କାର୍ତ୍ତିକ। ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ନଦୀ ତଟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଏହି ବୋଇତ ବନ୍ଦାଣ କାର୍ଯ୍ୟ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ । ଆ କା ମା ବୈ ର ସେହି ପ୍ରାଚୀନ ପରମ୍ପରାକୁ ଉଦଜୀବୀତ ରଖି ବୋଇତ ବନ୍ଦାଣ କରାଯାଇଥିଲା ।

କୋଭିଡ କଟକଣା ନମାନି ବୋଇତ ବନ୍ଦାଇଲେ ଶ୍ରଦ୍ଧାଳୁ

ବୋଇତ ବନ୍ଦାଣ ସହ ଧାର୍ମିକ ପୀଠ ଗୁଡିକରେ ମଧ୍ୟ ରାତ୍ରିରୁ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ପରିଲକ୍ଷିତ ହୋଇଥିଲା । ତେବେ କୋରୋନା କଟକଣାକୁ ନମାନି ଧାର୍ମିକ ପୀଠରେ ଲୋକଙ୍କ ସମାଗମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.