ETV Bharat / state

ନାଗରିକ ସଂଶୋଧନ ଅଧିନିୟମ ସପକ୍ଷରେ ବିଜେପିର ପଦଯାତ୍ରା

ବୌଦ୍ଧରେ ନାଗରିକ ସଂଶୋଧନ ଅଧିନିୟମ ସପକ୍ଷରେ ବିଜେପିର ପଦଯାତ୍ରା । ଦଳ ପକ୍ଷରୁ ଏହି ଆଇନ ତଡିବାକୁ ନୁହେଁ ବରଂ ଯୋଡିବାକୁ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି ।

caa
ନାଗରିକ ସଂଶୋଧନ ଅଧିନିୟମ ସପକ୍ଷରେ ବିଜେପିର ପଦଯାତ୍ରା
author img

By

Published : Jan 12, 2020, 5:36 AM IST

ବୌଦ୍ଧ: ଜିଲ୍ଲା ବିଜେପି ପକ୍ଷରୁ ଶନିବାର ଜନଜାଗରଣ ସଚେତନ ପଦଯାତ୍ରା-2 ନାଗରିକ ସଂଶୋଧନ ଆଇନ(ସିଏଏ) ସପକ୍ଷରେ ଆୟୋଜିତ ହୋଇଥିଲା । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୁଷ ଏହି ପଦଯାତ୍ରାରେ ସାମିଲ ହୋଇ ବୌଦ୍ଧ ସହର ପରିକ୍ରମା କରିଥିଲେ । ନାଗରିକ ସଂଶୋଧନ ଆଇନ ଦ୍ବାରା ଭାରତର ପଡୋଶୀ ଦେଶରେ ବାସ କରୁଥିବା 6 ଗୋଟି ସଂପ୍ରଦାୟକୁ ଦେଶକୁ ଫେରାଇବା ବ୍ୟବସ୍ଥା ଥିବା ବେଳେ ଦେଶରେ ବାସ କରୁଥିବା ମୁସଲମାନ ମାନଙ୍କ ପାଇଁ କୌଣସି ଅସୁବିଧା ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ନାଗରିକ ସଂଶୋଧନ ଅଧିନିୟମ ସପକ୍ଷରେ ବିଜେପିର ପଦଯାତ୍ରା

ଏହି ଆଇନ କାହାକୁ ତଡିବା ପାଇଁ ନୁହେଁ ବରଂ ଯୋଡିବା ପାଇଁ ବୋଲି କୁହାଯାଇଛି । ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ଖାରବେଳ ସ୍ବାଇଁ, ସଚ୍ଚିଦାନନ୍ଦ ଦଲାଲ, ବିଧାୟକ ମୁକେଶ ମହାଲିଙ୍ଗ, ଅର୍ଚ୍ଚନା ପ୍ରଧାନ ପ୍ରମୁଖ ଯୋଗ ଦେଇ ଏହି ଆଇନ ସମ୍ପର୍କରେ ବିଶଦ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ନାଗରିକ ସଂଶୋଧନ ଅଧିନିୟମ ସପକ୍ଷରେ ପଦଯାତ୍ରା ।ବିଜେପି ପକ୍ଷରୁ ଏହି ଆଇନ ତଡିବାକୁ ନୁହେଁ ବରଂ ଯୋଡିବାକୁ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି ।
ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଶନିବାର ଜନଜାଗରଣ ସଚେତନ ପଦଯାତ୍ରା ସିଏଏ ସପକ୍ଷରେ ଆୟୋଜିତ ହୋଇଥିଲା ।ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଏହି ପଦଯାତ୍ରାରେ ସାମିଲ ହୋଇ ବୌଦ୍ଧ ସହର ପରିକ୍ରମା କରିଥିଲେ ।ନାଗରିକ ସଂଶୋଧନ ଆଇନ ଦ୍ବାରା ଭାରତର ପଡୋଶୀ ଦେଶରେ ବାସ କରୁଥିବା ଛ ଗୋଟି ସଂପ୍ରଦାୟ କୁ ଦେଶକୁ ଫେରାଇବା ବ୍ୟବସ୍ଥା ଥିବା ବେଳେ ଦେଶରେ ବାସ କରୁଥିବା ମୁସଲମାନ ମାନଙ୍କ ପାଇଁ କୌଣସି ଅସୁବିଧା ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।ଏହି ଆଇନ କାହାକୁ ତଡିବା ପାଇଁ ନୁହେଁ ବରଂ ଯୋଡିବା ପାଇଁ ବୋଲି କୁହାଯାଇଛି ।ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ଖାରବେଳ ସ୍ବାଇଁ, ସଚ୍ଚିଦାନନ୍ଦ ଦଲାଲ,ବିଧାୟକ ମୁକେଶ ମହାଲିଙ୍ଗ, ଅର୍ଚ୍ଚନା ପ୍ରଧାନ ପ୍ରମୁଖ ଯୋଗ ଦେଇ ଏହି ଆଇନ ସମ୍ପର୍କରେ ବିଶଦ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ

Body:ନାଗରିକ ସଂଶୋଧନ ଆଇନ ସପକ୍ଷରେ ବିଜେପି ର ପଦଯାତ୍ରା ।

Conclusion:ବାଇଟ-୧-କହ୍ନେଇ ଚରଣ ଡାଙ୍ଗ, ବରିଷ୍ଠ ବିଜେପି ନେତା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.