ETV Bharat / state

ସିଏଏକୁ ନେଇ ବୌଦ୍ଧ ବିଜେପିର ସାମ୍ବାଦିକ ସମ୍ମିଳନୀ - ସିଏଏ ପ୍ରସଙ୍ଗ: ବୌଦ୍ଧ ବିଜେପିର ସାମ୍ବାଦିକ ସମ୍ମିଳନୀ

ନାଗରିକ ସଂଶୋଧନ ଆଇନକୁ ନେଇ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ କରିଛି ବିଜେପି । ଏନେଇ ଦଳ ପକ୍ଷରୁ ବୌଦ୍ଧ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।

boudh
ସିଏଏ ପ୍ରସଙ୍ଗ: ବୌଦ୍ଧ ବିଜେପିର ସାମ୍ବାଦିକ ସମ୍ମିଳନୀ
author img

By

Published : Jan 5, 2020, 4:14 AM IST

ବୌଦ୍ଧ: ନାଗରିକ ସଂଶୋଧନ ଆଇନକୁ ନେଇ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ କରିଛି ବିଜେପି । ଏନେଇ ବୌଦ୍ଧ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ବାଇଁ ଯୋଗଦେବା ସହ ନାଗରିକ ସଂଶୋଧନ ଆଇନ ବିଷୟରେ ଆଲୋଚନା କରିଛନ୍ତି ।

ସିଏଏ ପ୍ରସଙ୍ଗ: ବୌଦ୍ଧ ବିଜେପିର ସାମ୍ବାଦିକ ସମ୍ମିଳନୀ

ସାମ୍ବାଦିକ ସମ୍ମିଳନୀରେ ଖାରବେଳ କହିଛନ୍ତି, ଭାରତୀୟ ମୁସଲମାନ ମାନେ ଏହି ଆଇନ ଦ୍ବାରା ଭୟଭୀତ ହେବାର କୌଣସି କାରଣ ନାହିଁ । କେବଳ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରୁଥିବା ସେ ଅଭିଯୋଗ କରିଛନ୍ତି । ନାଗରିକ ସଂଶୋଧନ ଆଇନର ବିଭିନ୍ନ ଦିଗ ଓ ଭାରତୀୟ ଧର୍ମନିରପେକ୍ଷତାର ଇତିହାସ ସମ୍ପର୍କରେ ବିସ୍ତୃତ ଭାବରେ ଖାରବେଳ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହ କହ୍ନାଇ ଚରଣ ଡାଙ୍ଗ, ସୁଶାନ୍ତ କୁମାର ପ୍ରଧାନ ଓ ଜିଲ୍ଲାର ବହୁ ବିଜେପି ନେତା ଯୋଗ ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ନାଗରିକ ସଂଶୋଧନ ଆଇନ କୁନେଇ ଆକ୍ସନ ମୁଡରେ ବିଜେପି ।
ଭାରତୀୟ ନାଗରିକ ସଂଶୋଧନ ଆଇନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ବାଇଁ ।ଶନିବାର ଦିନ ବୌଦ୍ଧ ସର୍କିଟ ହାଉସ ଠାରେ ଦଳୀୟ କର୍ମୀ ଓ ବୁଦ୍ଧିଜୀବୀ ଙ୍କ ସହିତ ଶ୍ରୀଯୁକ୍ତ ସ୍ବାଇଁ ଆଲୋଚନା କରିଥିଲେ ।ଏଥିସହିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମୁସଲମାନ ମାନେ ଏହି ଆଇନ ଦ୍ବାରା ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ ଭାବରେ ସୂଚନା ଦେଇଥିଲେ ।ଏଥିସହିତ ସେ ଉଭୟ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଉପରେ ପରିସ୍ଥିତିକୁ ଉତ୍ତେଜିତ କରୁଥିବା ଆରୋପ କରିଥିଲେ ।ଏହି ଆଇନର ବିଭିନ୍ନ ଦିଗ ଓ ଭାରତୀୟ ଧର୍ମନିରପେକ୍ଷତାର ଇତିହାସ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ।କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଙ୍କ ସହିତ କହ୍ନାଇ ଚରଣ ଡାଙ୍ଗ,ସୁଶାନ୍ତ କୁମାର ପ୍ରଧାନ, ସଚ୍ଚିଦାନନ୍ଦ ଦଲାଲ, ପ୍ରଦୋଶ କୁମାର ମିଶ୍ର ଓ ଜିଲ୍ଲାର ବହୁ ବିଜେପି ନେତା ଯୋଗ ଦେଇଥିଲେ ।

Body:ନାଗରିକ ସଂଶୋଧନ ଆଇନ କୁନେଇ ସାମ୍ବାଦିକ ସମ୍ମିଳନୀ ।

Conclusion:ବାଇଟ-୧-ଐର ଖାରବେଳ ସ୍ବାଇଁ, ବରିଷ୍ଠ ବିଜେପି ନେତା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.