ETV Bharat / state

ପ୍ରବାଦ ପୁରୁଷଙ୍କ ୧୦୬ତମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲା ବୌଦ୍ଧ ବିଜେଡି - biju jayanti celebrate in boudh

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଜି 106 ତମ ଜନ୍ମ ଜୟନ୍ତୀ । ଏ ଅବସରରେ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଏ ଅବସରରେ ବୌଦ୍ଧ ଜିଲ୍ଲାର ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଅଧିକ ପଢନ୍ତୁ

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 106 ତମ ଜନ୍ମ ଜୟନ୍ତୀ : ବୌଦ୍ଧ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

author img

By

Published : Mar 5, 2022, 3:45 PM IST

ବୌଦ୍ଧ: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଜି 106 ତମ ଜନ୍ମ ଜୟନ୍ତୀ । ଏ ଅବସରରେ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଏ ଅବସରରେ ବୌଦ୍ଧ ଜିଲ୍ଲାର ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବୌଦ୍ଧ ଅଞ୍ଚଳକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏହାଛଡା ବୌଦ୍ଧ ଅଞ୍ଚଳର ସୌନ୍ଦର୍ଯ୍ୟପୂର୍ଣ୍ଣ ବଙ୍ଗଳା ଗୁଡିକ ଥିଲା ବିଜୁ ବାବୁଙ୍କ ଅତିପ୍ରିୟ ସ୍ଥାନ ।

ଏହାବି ପଢନ୍ତୁ : ULB Polls: ସୁଲୋଚନା-ସୁବାସ-ସଙ୍ଘମିତ୍ରା ବିଜେଡି ମେୟର ପ୍ରାର୍ଥୀ

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 106 ତମ ଜନ୍ମ ଜୟନ୍ତୀ : ବୌଦ୍ଧ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ଆଜି ବିଜୁ ପଟ୍ଟନାୟକଙ୍କ 106 ତମ ଜନ୍ମ ଜୟନ୍ତୀରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବୌଦ୍ଧ ମହାନଦୀ ସେତୁ ନିକଟରେ ଥିବା ବିଜୁ ପଟ୍ଟନାୟକ ଛକ ଠାରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ବିଜୁ ବାବୁ ସେତେବେଳେ ବୌଦ୍ଧ ଠାରୁ ହିଁ ସମଗ୍ର ପଶ୍ଚିମ ଓଡିଶାକୁ ସାଇକେଲ ଯୋଗେ ପରିକ୍ରମା ଆରମ୍ଭ କରିଥିବା ସ୍ମୃତିକୁ ଜିଲ୍ଲାବାସୀ ସର୍ବଦା ମନେ ରଖିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.