ETV Bharat / state

ଆତ୍ମନିର୍ଭର ଭାରତ ଅଭିଯାନ ସମ୍ପର୍କରେ ସଚେତନତା - ବୌଦ୍ଧ ଖବର

ବୌଦ୍ଧ ଜିଲ୍ଲାର ବିକାଶ କିଭଳି ଆତ୍ମନିର୍ଭର ଭାରତ ଅଭିଯାନରେ ଯୋଡି ହୋଇପାରିବ ସେନେଇ ବିଜେପି ପକ୍ଷରୁ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଆତ୍ମନିର୍ଭର ଭାରତ ଅଭିଯାନ ସମ୍ପର୍କରେ ସଚେତନତା

author img

By

Published : Jul 11, 2020, 8:09 PM IST

Updated : Jul 11, 2020, 8:33 PM IST

ବୌଦ୍ଧ: ଭାରତୀୟ ଜନତା ପାର୍ଟି ପକ୍ଷରୁ ବୌଦ୍ଧ ଜିଲ୍ଲାର ବିକାଶ ଆତ୍ମନିର୍ଭର ଭାରତ ଅଭିଯାନରେ କିଭଳି ଯୋଡି ହୋଇପାରିବ ସେନେଇ ପ୍ରଚେଷ୍ଟା ଆରମ୍ଭ ହୋଇଛି । କୋରୋନା ଯୋଗୁଁ ସାଧାରଣ ଲୋକ ପ୍ରଭାବିତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଅଭିଯାନ ସମ୍ପର୍କରେ ବୌଦ୍ଧ ଜିଲ୍ଲା ବିଜେପି ଦଳର ନେତା ଓ କର୍ମୀ ସମସ୍ତ ୬୯ଟି ପଞ୍ଚାୟତର ଘରକୁ ଘର ବୁଲି ସଚେତନତା ସୃଷ୍ଟି କରିବେ ।

ଆତ୍ମନିର୍ଭର ଭାରତ ଅଭିଯାନ ସମ୍ପର୍କରେ ସଚେତନତା
ଆତ୍ମନିର୍ଭର ଭାରତ ଅଭିଯାନ ସମ୍ପର୍କରେ ସଚେତନତା
ଆତ୍ମନିର୍ଭର ଭାରତ ଅଭିଯାନ ସମ୍ପର୍କରେ ସଚେତନତା

ଶନିବାର ଏ ସମ୍ପର୍କରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ବିସ୍ତୃତ ଭାବରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଓ ଅଭିଯାନର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ ଜିଲ୍ଲା ସଭାପତି । ଜିଲ୍ଲା ସଭାପତିଙ୍କ ସହିତ ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗ, ସୂର୍ଯ୍ୟ ନାରାୟଣ ମହାପାତ୍ର ଓ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jul 11, 2020, 8:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.