ETV Bharat / state

ନୂଆ ବର୍ଷ ପାଇଁ ସକ୍ରିୟ ଶିକାରୀ, ଅବାଧରେ ଚାଲିଛି ବନ୍ୟପ୍ରାଣୀ ଶିକାର - ବୌଦ୍ଧରେ ଅବାଧ ଶିକାର

ବୌଦ୍ଧ ଜିଲ୍ଲାର କୁଶଙ୍ଗଠାରେ ଥିବା ମହାନଦୀ ଅଭୟାରଣ୍ୟ ସୀମା ସଂଲଗ୍ନ ମହାଲିକପଡା, ତଳଗାଁ ଓ କୁଶଙ୍ଗ ପଞ୍ଚାୟତର କିଛି ଜଙ୍ଗଲ ଅଞ୍ଚଳରେ ବନ୍ୟପ୍ରାଣୀ ଶିକାରୀ ସକ୍ରିୟ ହୋଇ ଉଠିଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

ନୂଆ ବର୍ଷ ପାଇଁ ସକ୍ରିୟ ବନ୍ୟପ୍ରାଣୀ ଶିକାରୀ, ବିପଦରେ ବନ୍ୟଜନ୍ତୁ

author img

By

Published : Dec 27, 2021, 11:56 AM IST

ବୌଦ୍ଧ: ବିପଦରେ ବନ୍ୟଜନ୍ତୁ(wildlife in danger) । ନୂଆ ବର୍ଷରେ ଭୋଜିଭାତ ପାଇଁ ସକ୍ରିୟ ବନ୍ୟପ୍ରାଣୀ ଶିକାରୀ(wildlife hunter) । ବୌଦ୍ଧ ଜିଲ୍ଲାର କୁଶଙ୍ଗଠାରେ ଥିବା ମହାନଦୀ ଅଭୟାରଣ୍ୟ ସୀମା ସଂଲଗ୍ନ ମହାଲିକପଡା, ତଳଗାଁ ଓ କୁଶଙ୍ଗ ପଞ୍ଚାୟତର କିଛି ଜଙ୍ଗଲ ଅଞ୍ଚଳରେ ବନ୍ୟପ୍ରାଣୀ ଶିକାରୀ ସକ୍ରିୟ ହୋଇ ଉଠିଥିବା ଅଭିଯୋଗ ହୋଇଛି । କେତେକ ସ୍ଥାନରେ ଭୋଜିଭାତ ପାଇଁ ଏହି ବନ୍ୟଜନ୍ତୁଙ୍କ ଶୀକାର ହେଉଥିବା ସୂଚନା ମିଳିଛି ।

ନୂଆ ବର୍ଷ ପାଇଁ ସକ୍ରିୟ ବନ୍ୟପ୍ରାଣୀ ଶିକାରୀ, ବିପଦରେ ବନ୍ୟଜନ୍ତୁ

ଜିଲ୍ଲାର ମାଧପୁର ବନାଞ୍ଚଳର ତଳଗାଁ ସେକ୍ସନରେ ବିଗତ ଦିନରେ ହୋଇଥିବା ଦନ୍ତାହାତୀ ଶିକାର ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ଅଞ୍ଚଳରେ ପ୍ରାୟ ସମୟରେ କୁଟୁରା,ସମ୍ବର,ବାରହା ଭଳି ଜନ୍ତୁଙ୍କ ଅବାଧରେ ଶିକାର ହେଉଥିବା ଅଭିଯୋଗ ହୋଇଛି । ଏପଟେ ଏଥିରେ ଜଙ୍ଗଲ କର୍ମଚାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଜନକ ରହୁଛି । ତୁରନ୍ତ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ ପାଇଁ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.