ETV Bharat / state

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଶଙ୍ଖ ସେନାପତିଙ୍କ ଜୋରଦାର ପ୍ରଚାର

ଗୁରୁବାର ବୌଦ୍ଧ ଗସ୍ତରେ ଆସି ନବୀନ ପଟ୍ଟନାୟକ କନ୍ଧମାଳ ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, ବୌଦ୍ଧ ଆସନର ପ୍ରାର୍ଥୀ ପ୍ରଦୀପ ଅମାତ ଏବଂ କଣ୍ଟାମାଳରୁ ପ୍ରାର୍ଥୀ ହୋଇଥିବା ମହୀଧର ରଣାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ଅନୁରୋଧ କରିଛନ୍ତି।

author img

By

Published : Apr 11, 2019, 2:28 PM IST

Updated : Apr 11, 2019, 3:15 PM IST

ଫାଇଲ ଫଟୋ

ବୌଦ୍ଧ: ଆସନ୍ତା 18 ତାରିଖରେ ହେବାକୁ ଯାଉଛି 2019 ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ।ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜନସମର୍ଥନ ହାସଲ କରିବା ପାଇଁ ଘନ ଘନ ନିର୍ବାଚନ ପ୍ରଚାର କରିବାରେ ଲାଗି ପଡିଛନ୍ତି ବିଭିନ୍ନ ଦଳର ମଙ୍ଗୁଆଳ । ଗୁରୁବାର ଏହିକ୍ରମରେ ଶଙ୍ଖ ସେନାପତି ଅର୍ଥାତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୌଦ୍ଧରେ ପ୍ରଚାର କରିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିିନିଧି, ବୌଦ୍ଧ

ଆଜି ବୌଦ୍ଧ ଗସ୍ତରେ ଆସି ନବୀନ କନ୍ଧମାଳ ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, ବୌଦ୍ଧ ଆସନର ପ୍ରାର୍ଥୀ ପ୍ରଦୀପ ଅମାତ ଏବଂ କଣ୍ଟାମାଳରୁ ପ୍ରାର୍ଥୀ ହୋଇଥିବା ମହୀଧର ରଣାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ଅନୁରୋଧ କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Last Updated : Apr 11, 2019, 3:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.