ETV Bharat / technology

2024ର ଟପ୍‌ ଫ୍ଲାଗସିପ୍‌ ସ୍ମାର୍ଟଫୋନ; ପାୱାର ଓ ସ୍ପିଡରେ ସବୁଠୁ ଖାସ, ଦେଖନ୍ତୁ ତାଲିକା - YEARENDER 2024

ଯଦି ଆପଣ ବର୍ଷ 2024ର ବେଷ୍ଟ ଫ୍ଲାଗସିପ ସ୍ମାର୍ଟଫୋନ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଏପରି 10ଟି ଫୋନ ସମ୍ପର୍କରେ ଜାଣନ୍ତୁ...

Top 10 Flagship smartphones of 2024
Top 10 Flagship smartphones of 2024 (Photo Credit- Apple, Samsung, Google)
author img

By ETV Bharat Tech Team

Published : 17 hours ago

ହାଇଦ୍ରାବାଦ: ବର୍ଷ 2024 ଶେଷ ମୁହୂର୍ତ୍ତରେ ପହଞ୍ଚିଛି, ଆଉ କିଛି ଦିନ ପରେ ସାରା ବିଶ୍ବ ନୂଆବର୍ଷ 2025କୁ ସ୍ବାଗତ କରିବ । ହେଲେ ବିଦାୟୀ ବର୍ଷ ଟେକ୍ନୋଲୋଜି କ୍ଷେତ୍ରରେ ବହୁ ଆଗକୁ ବଢିଥିବା ବେଳେ ଅନେକ ନୂଆ ନୂଆ ଡିଭାଇସ ସାମ୍ନାକୁ ଆସିଛି । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ନିଜେ ବ୍ୟବହାର କରି ଦେଶବାସୀ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଯଦି ଆମେ ଏଠାରେ ଫ୍ଲାଗସିପ ସ୍ମାର୍ଟଫୋନ ସମ୍ପର୍କରେ କହିବା ତେବେ 2024 ଆମକୁ ଅନେକ ଏପରି ସ୍ମାର୍ଟଫୋନ ଦେଇଛି । 'ଇଟିଭି ଭାରତ'ର ଏହି ସ୍ବତନ୍ତ୍ର ଉପସ୍ଥାପନାରେ ଆସନ୍ତୁ ସେହି ସ୍ମାର୍ଟଫୋନ ସମ୍ପର୍କରେ ଜାଣିବା ।

1. Samsung Galaxy S24 Ultra

Samsung Galaxy S24 Ultra
Samsung Galaxy S24 Ultra (Photo Credit- Samusng)

ଏହି ତାଲିକାର ପ୍ରଥମରେ ଆସୁଛି ସାମସଙ୍ଗର ଏହି ପ୍ରିମିୟମ୍ ଫୋନ୍ ଯାହାକି 17 ଜାନୁୟାରୀ 2024ରେ ଲଞ୍ଚ ହୋଇଥିଲା । ଏହି ଫୋନରେ 4nm ଉପରେ ଆଧାରିତ ଲାଟେଷ୍ଟ ସ୍ନାପଡ୍ରାଗନ୍ 8 ଜେନ 3 ଫ୍ଲାଗସିପ୍ ଚିପସେଟ୍‌ ରହିଛି ଯାହା ବ୍ୟାଟେରୀ ଜୀବନ ସହିତ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଉତ୍କୃଷ୍ଟ ଅଟେ । ଲାଇଭ୍ ଟ୍ରାନ୍ସଲେଟ୍, ସର୍କଲ୍ ଟୁ ସର୍ଚ୍ଚ ପରି ଅନେକ AI ଫିଚର ଏଥିରେ ଉପଲବ୍ଧ ।

ଫିଚର:

  • 6.8 ଇଞ୍ଚ ଫ୍ଲାଟ ଡିସପ୍ଲେ
  • ନୂତନ ଏବଂ ଏକ୍ସକ୍ଲୁସିଭ୍ ଟାଇଟାନିୟମ୍ ଡିଜାଇନ୍
  • ସ୍କ୍ରିନ୍ ସୁରକ୍ଷା ପାଇଁ ଗରିଲା ଗ୍ଲାସ୍ ଆର୍ମର୍, ଯାହା ଆଜି ପର୍ଯ୍ୟନ୍ତ ସବୁଠାରୁ ଶକ୍ତିଶାଳୀ ଗ୍ଲାସ୍ ।
  • 2600 ନିଟ୍ ବ୍ରାଇଟନେସ୍‌
  • 5X ଟେଲିଫଟୋ କ୍ୟାମେରା ଏବଂ 100X ସ୍ପେସ୍ ଜୁମ୍ ସପୋର୍ଟ
  • 4K ଭିଡିଓ ରେକର୍ଡିଂ
  • 7ବର୍ଷ ପର୍ଯ୍ୟନ୍ତ OS ଅପଡେଟ୍
  • ଦାମ: 1,21,999 ଟଙ୍କା

2. Samsung Galaxy Z Fold 6

Samsung Galaxy Z Fold 6
Samsung Galaxy Z Fold 6 (Photo Credit- Samusng)

ଏହି ତାଲିକାର ଦ୍ବିତୀୟରେ ରହିଛି ସାମସଙ୍ଗ କମ୍ପାନୀ, ଯାହାର ନାମ Samsung Galaxy Z Fold 6 । ଏହି ଫୋନ୍ 24 ଜୁଲାଇ 2024ରେ ଲଞ୍ଚ ହୋଇଥିଲା । ଫୋନରେ 4nm ଉପରେ ଆଧାରିତ ଲାଟେଷ୍ଟ ସ୍ନାପଡ୍ରାଗନ୍ 8 ଜେନ 3 ଫ୍ଲାଗସିପ୍ ଚିପସେଟ ଅଛି, ଯାହା ବ୍ୟାଟେରୀ ଜୀବନ ସହିତ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଉତ୍କୃଷ୍ଟ । ପ୍ରୋସେସର୍ ବ୍ୟତୀତ ଏହାର ସବୁଠାରୁ ବିଶେଷ ଫିଚର ହେଉଛି ଏହାର ଫୋଲ୍ଡେବଲ୍ ଡିସପ୍ଲେ ଏବଂ AI ଫିଚର ଅଛି । ଯେତେବେଳେ ଫୋନ୍ ଖୋଲାଯାଏ ଏହା ଏକ ଟ୍ୟାବଲେଟ୍ ପରି ଅଭିଜ୍ଞତା ଦେଇଥାଏ ଏବଂ ଫୋଲ୍ଡିଂ ପରେ ଏହା ଏକ କମ୍ପାକ୍ଟ ସ୍ମାର୍ଟଫୋନ୍ ପରି ହୋଇଯାଏ ।

ଫିଚର:

  • ଜଳ ଏବଂ ଧୂଳି ରକ୍ଷା ପାଇଁ IP48 ରେଟିଂ ସହ ଏହା ଭାରତର ପ୍ରଥମ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ।
  • ମିଟିଂ ଟ୍ରାନ୍ସକ୍ରିପସନ୍ ଏବଂ ସମରି ପରି AI ଫିଚର ମିଳିଥାଏ ।
  • ଫୋନରେ 7.6 -ଇଞ୍ଚର ଫ୍ଲେକ୍ସିବଲ୍‌ AMOLED ଡିସପ୍ଲେ ଅଛି ।
  • ବଡ଼ ଡିସପ୍ଲେକୁ ସେକେଣ୍ଡାରୀ ଡିସପ୍ଲେ ଭାବରେ ବ୍ୟବହାର କରାଯାଇପାରିବ, ଯାହା ଭିଡିଓ ସୁଟିଂ କରିବା ସମୟରେ ସାହାଯ୍ୟ କରିବ ।
  • ଫୋନର ଓଜନ 239ଗ୍ରାମ ଓ ମୋଟେଇ 5.6 ମିମି ।
  • ଦାମ: 1,44,999 ଟଙ୍କା

3. Xiaomi 14 Ultra

Xiaomi 14 Ultra
Xiaomi 14 Ultra (Photo Credit- Xiaomi)

ଏହି ଫୋନ 22 ଫେବୃଆରୀ 2024ରେ ଲଞ୍ଚ କରାଯାଇଥିଲା । ଏଥିରେ 4nm ଉପରେ ଆଧାରିତ ଲାଟେଷ୍ଟ ସ୍ନାପଡ୍ରାଗନ୍ 8 ଜେନ 3 ଫ୍ଲାଗସିପ୍ ଚିପସେଟ ଅଛି । ଯାହାର କାର୍ଯ୍ୟଦକ୍ଷତା ଏବଂ ବ୍ୟାଟେରୀ ଜୀବନ ଅନ୍ୟ ଚିପସେଟ୍‌ ଅପେକ୍ଷା ବହୁତ ଭଲ । ଏହି ଫୋନର ଖାସ କଥା ହେଉଛି ଏହା ଆଣ୍ଡ୍ରଏଡ୍ 14 ଉପରେ ଆଧାରିତ HyperOSରେ ଚାଲିଥାଏ, ଯାହା ଆଣ୍ଡ୍ରଏଡ୍ ଫୋନ୍ ପାଇଁ ଏକ ଉତ୍ତମ ଅପରେଟିଂ ସିଷ୍ଟମ ।

ଫିଚର:

  • 120Hz ରିଫ୍ରେସ ରେଟ୍‌ ଓ 3200x1440 ପିକ୍ସେଲ ରିଜୋଲ୍ୟୁସନ ସହ 6.73-ଇଞ୍ଚ ଟଚସ୍କ୍ରିନ ଡିସପ୍ଲେ
  • 16GB RAM
  • ଆଣ୍ଡ୍ରଏଡ୍ 14ରେ ଚାଲିଥାଏ ଏବଂ 5300mAh ବ୍ୟାଟେରୀ ସହ ଆସେ ।
  • ୱେୟାରଲେସ୍‌ ଚାର୍ଜିଂ ସହ 90W ଦ୍ରୁତ ଚାର୍ଜିଂକୁ ସମର୍ଥନ କରେ ।
  • ଫୋନର ପଛରେ ଏକ କ୍ବାଡ୍ କ୍ୟାମେରା ସେଟଅପ୍ ଅଛି, ଯେଉଁଥିରେ 50MP (f / 1.63) ପ୍ରାଥମିକ କ୍ୟାମେରା, 50MP (f / 1.8) କ୍ୟାମେରା, 50MP (f / 2.5) କ୍ୟାମେରା ଏବଂ 50MP (f / 1.8) କ୍ୟାମେରା ଅଛି ।
  • AI ଫେସ୍ ଅନଲକ୍
  • ଦାମ: 99,998 ଟଙ୍କା

4. Realme GT 7 Pro

Realme GT 7 Pro
Realme GT 7 Pro (Photo Credit- Realme)

ରିଅଲମି ଏହି ଫୋନକୁ 4 ନଭେମ୍ବର 2024ରେ ଲଞ୍ଚ କରିଥିଲା । ଏହି ଫୋନରେ ପ୍ରୋସେସର ଲାଗି 3nm ଆଧାରିତ ଲାଟେଷ୍ଟ ଫ୍ଲାଗସିପ୍‌ ଚିପସେଟ୍‌ Snapdragon 8 Eliteର ବ୍ୟବହାର ହୋଇଛି । ଏହି ଫୋନର ଖାସ କଥା ହେଉଛି ଏହା Qualcomm ଚିପସେଟ୍‌ ସହିତ ଭାରତରେ ଲଞ୍ଚ ହୋଇଥିବା ପ୍ରଥମ ସ୍ମାର୍ଟଫୋନ ।

ଫିଚର:

  • ଏଥିରେ 5,800mAh ବ୍ୟାଟେରୀ ଏବଂ IP69 ରେଟେଡ୍ ମେଟାଲ୍ ଏବଂ ଗ୍ଲାସ୍ ଡିଜାଇନ୍ ଅଛି ।
  • ଏଥିରେ ଥିବା କ୍ୟାମେରା, ହାଇପର ଇମେଜ୍ + ମାର୍କିଂ ସହିତ ଏକ ଆୟତାକାର ଫ୍ରେମରେ ଫିଟ୍ ହୋଇଛି।
  • ଏହାର ବ୍ୟାଟେରୀ ବହୁତ ଶକ୍ତିଶାଳୀ, ଯାହା ଏପର୍ଯ୍ୟନ୍ତ ସବୁଠୁ ବଡ ବ୍ୟାଟେରୀ ମଧ୍ୟରୁ ଗୋଟିଏ ।
  • ଦାମ: 59,998 ଟଙ୍କା

5. iQOO 13

iQOO 13
iQOO 13 (Photo Credit- iQOO India)

ଏହି ଫୋନ କିଛି ଦିନ ପୂର୍ବରୁ ଭାରତରେ ଲଞ୍ଚ ହୋଇଛି । ଆଇକୁ 3 ଡିସେମ୍ବର 2024ରେ ଭାରତରେ ଏହି ଫୋନ୍ ଲଞ୍ଚ କରିଛି । ଏହି ଫୋନରେ ମଧ୍ୟ ଉପଭୋକ୍ତାମାନେ କ୍ବାଲକମ୍‌ର ନୂତନ ସ୍ନାପଡ୍ରାଗନ୍ 8 ଏଲିଟ୍ ଚିପସେଟ ପାଆନ୍ତି, ଯେଉଁଥିପାଇଁ ଉପଭୋକ୍ତାମାନେ ଫୋନରେ ଉତ୍ତମ କାର୍ଯ୍ୟଦକ୍ଷତା ପାଇପାରିଛନ୍ତି ।

ଫିଚର:

  • iQOO 13 ହେଉଛି ଦୁନିଆର ପ୍ରଥମ Q10 2K 144Hz ଅଲଟ୍ରା ଆଇକେୟାର ଡିସପ୍ଲେ ସହ ଆସିଛି।
  • ଏଥିରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଅଛି ଯେଉଁଥିରେ 50MP (f / 1.88) ପ୍ରାଥମିକ କ୍ୟାମେରା, 50MP (f / 2.0, ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍) କ୍ୟାମେରା ଏବଂ 50MP (f / 1.85, ଟେଲିଫୋଟୋ) କ୍ୟାମେରା ଅଛି ।
  • ସ୍ନାପଡ୍ରାଗନ୍ ଚିପସେଟ୍‌ରେ 2 + 6 ଅଲ୍‌-ବିଗ୍‌-କୋର ଆର୍କିଟେକ୍ଚର ଅଛି, ଯାହା 3nm ଗଠନ ପ୍ରକ୍ରିୟା ସହିତ ବିକଶିତ ।
  • ଏଥିରେ IP68 ଏବଂ IP69 ଧୂଳି ଏବଂ ଜଳ ପ୍ରତିରୋଧକତା ଅଛି ।
  • ଏହା FuntouchOS 15ରେ ଚାଲିଥାଏ ଯାହା ଆଣ୍ଡ୍ରଏଡ୍ 15 ଉପରେ ଆଧାରିତ ।
  • ଏଥିରେ AI ଇଣ୍ଟରାକ୍ସନ ଏବଂ 3D ଅଲଟ୍ରାସୋନିକ୍ ଫିଙ୍ଗର ପ୍ରିଣ୍ଟ ସ୍କାନିଂ ଭଳି AI ଫିଚର ଅଛି ।
  • ଦାମ: 59,999 ଟଙ୍କା

6. iPhone 16 Pro Max

iPhone 16 Pro Max
iPhone 16 Pro Max (Photo Credit- Apple)

ଆପଲ୍‌ର ଏହି ମହଙ୍ଗା ଏବଂ ପ୍ରିମିୟମ୍ ଫୋନ୍ 20 ସେପ୍ଟେମ୍ବର 2024ରେ ଲଞ୍ଚ କରାଯାଇଥିଲା । ଏହି ଫୋନରେ A19 ବାୟୋନିକ୍ ଚିପ୍ ଅଛି, ଯାହା ଉତ୍କୃଷ୍ଟ ସ୍ପିଡ୍‌ ଏବଂ ଦକ୍ଷତା ପ୍ରଦାନ କରିଥାଏ । ଏହି ଫୋନର କିଛି ବିଶେଷ ଫିଚର ନିମ୍ନରେ ଜାଣନ୍ତୁ ।

ଫିଚର:

  • ଏଥିରେ 6.7-ଇଞ୍ଚର ସୁପର ରେଟିନା XDR ଡିସପ୍ଲେ ଅଛି, ଯାହା ProMotion ଏବଂ Always-On ଟେକ୍ନୋଲୋଜି ସହିତ ଆସିଥାଏ ।
  • ଏଥିରେ ଏକ ଉନ୍ନତ ଟ୍ରିପଲ୍ କ୍ୟାମେରା ସିଷ୍ଟମ୍ ଅଛି ଯେଉଁଥିରେ 48MP ମୁଖ୍ୟ ସେନ୍ସର, 12MP ଟେଲିଫଟୋ ଲେନ୍ସ ଏବଂ ଏକ ଅଲଟ୍ରା ୱାଇଡ୍ ଲେନ୍ସ ଅଛି ।
  • ଏହି ଫୋନର କ୍ୟାମେରା ଉତ୍କୃଷ୍ଟ ଫଟୋଗ୍ରାଫି ଏବଂ 8K ଭିଡିଓ ରେକର୍ଡିଂ ଯୋଗାଇଥାଏ ।
  • ଦିନସାରା ବ୍ୟାଟେରୀ ଲାଇଫ୍‌ ଏବଂ ୱେୟାରଲେସମ ଚାର୍ଜିଂ ସପୋର୍ଟ ଅଛି ।
  • ଏହାର ଡିଜାଇନ୍ ଏରୋସ୍ପେସ୍-ଗ୍ରେଡ୍ ଟାଇଟାନିୟମ୍ ଫ୍ରେମରେ ନିର୍ମିତ, ଯାହା ହାଲୁକା ଏବଂ ଶକ୍ତିଶାଳୀ।
  • ଏହା iOS 18 OS ସହିତ ଆସିଥାଏ ଯେଉଁଥିରେ ଉତ୍ତମ widgets, AI ଚାଳିତ ଫଟୋ ଏଡିଟିଂ ଏବଂ ଗୋପନୀୟତା ଫିଚର ଅଛି ।
  • ଏହି ଆଇଫୋନ୍ USB-C ଚାର୍ଜିଂ ପୋର୍ଟ, 5G କମ୍ପାଟିବିଲିଟି ଏବଂ ୱାଇ-ଫାଇ 7 ସମର୍ଥନ ସହିତ ଆସିଥାଏ ।
  • ଏହି ଆଇଫୋନ୍‌ର ମୂଲ୍ୟ 1,59,900 ଟଙ୍କା ।

7. Motorola Edge 50 Ultra

Motorola Edge 50 Ultra
Motorola Edge 50 Ultra (Photo Credit- Motorola)

2024 ମସିହାରେ ମୋଟରୋଲା ବଜାରରେ ଅନେକ ଭଲ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ସେହି ଫୋନଗୁଡିକ ମଧ୍ୟରୁ ଗୋଟିଏର ନାମ ହେଉଛି ମୋଟୋରୋଲା ଏଜ୍ 50 ଅଲଟ୍ରା ଯାହା ଭାରତରେ ଜୁନ 18ରେ ଲଞ୍ଚ କରାଯାଇଥିଲା । 4nm ଉପରେ ଆଧାରିତ କ୍ବାଲକମ୍ SM8635 ସ୍ନାପଡ୍ରାଗନ୍ 8s ଜେନ 3 ଚିପସେଟ ଏହି ଫୋନରେ ପ୍ରୋସେସର ବ୍ୟବାହର କରାଯାଇଛି । ଯାହାକି ୟୁଜରଙ୍କୁ ଭଲ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ । ଏହି ଶକ୍ତିଶାଳୀ ଚିପସେଟର AnTuTu ବେଞ୍ଚମାର୍କ ସ୍କୋର ପ୍ରାୟ 15 ଲକ୍ଷ ରହିଛି ।

ଫିଚର:

  • ଏଥିରେ 2712x1220 ପିକ୍ସେଲ ରିଜୋଲ୍ୟୁସନ୍ ଏବଂ 1.5K ରିଜୋଲ୍ୟୁସନ୍ ସହିତ 144Hz ରିଫ୍ରେସ୍ ରେଟ୍ ଏବଂ 2500 ନିଟ୍ ପିକ୍‌ ବ୍ରାଇଟନେସର 6.7-ଇଞ୍ଚ୍ ପୋଲଡ୍ ଡିସପ୍ଲେ ଅଛି।
  • 50MP ମୁଖ୍ୟ କ୍ୟାମେରା, 50MP ଅଲଟ୍ରା ୱାଇଡ୍ / ମାକ୍ରୋ ଲେନ୍ସ, 64MP OIS ସମର୍ଥିତ ଟେଲିଫଟୋ ଲେନ୍ସ କ୍ୟାମେରା ଅଛି ।
  • 50MP ଫ୍ରଣ୍ଟ କ୍ୟାମେରା
  • ଫୋନ୍ ଆଣ୍ଡ୍ରଏଡ୍ 15 ଉପରେ ଆଧାର କରି OSରେ ଚାଲିଥାଏ ।
  • ଫୋନକୁ ପାଣି ଏବଂ ଧୂଳିରୁ ରକ୍ଷା କରିବା ପାଇଁ IP68 ରେଟିଂ
  • ଏଥିରେ ମ୍ୟାଜିକ୍ କାନଭାସ୍ ଫିଚର ଅଛି, ଯାହାକି ମୋଟୋ AI ଅଧୀନରେ Textରୁ ଫଟୋ ସୃଷ୍ଟି କରିପାରିବ ।
  • ଫୋନର ମୂଲ୍ୟ 49,999 ଟଙ୍କା

8. Google Pixel 9 Pro

Google Pixel 9 Pro
Google Pixel 9 Pro (Photo Credit- Google)

ଗୁଗଲ୍‌ର ଏହି ପ୍ରିମିୟମ୍ ଫୋନ୍ 17 ଅକ୍ଟୋବର 2024ରେ ଲଞ୍ଚ ହୋଇଛି । ଏହି ଫୋନରେ ପ୍ରୋସେସର୍ ପାଇଁ ଗୁଗଲ୍ ଏହାର Google Tensor G2 ଚିପସେଟ୍ ବ୍ୟବହାର କରିଛି, ଯାହା ଉପଭୋକ୍ତାମାନଙ୍କୁ ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରେ । ଏହାର କ୍ୟାମେରା ଗୁଣବତ୍ତା ସହିତ ଏହାର ଅନେକ ସ୍ବତନ୍ତ୍ର AI ଫିଚର ଅଛି ଯାହାକି କ୍ୟାମେରାରୁ କ୍ଲିକ୍ ହୋଇଥିବା ଚିତ୍ରଗୁଡ଼ିକୁ ମଧ୍ୟ ଉନ୍ନତ କରିପାରେ । ଯେପରିକି ଲୋ-ଲାଇଟ୍‌ ଫଟୋର ବ୍ରାଇଟନେସ୍‌ ବଢାଇବା, ପ୍ରଫେସନାଲ ପୋର୍ଟ୍ରେଟ୍‌ ଉଠାଇବା ଏବଂ ଅବାଞ୍ଛିତ ବସ୍ତୁକୁ ହଟାଇବା ।

ଫିଚର:

  • ଏହି ଫ୍ଲାଗସିପ୍ ସ୍ମାର୍ଟଫୋନରେ ସବୁଠୁ ଶକ୍ତିଶାଳୀ ପିକ୍ସେଲ କ୍ୟାମେରା ଅଛି ।
  • 6.3 -ଇଞ୍ଚର Super Actua LTPO OLED ଡିସପ୍ଲେ, 1280x2856 ପିକ୍ସେଲ ରିଜୋଲ୍ୟୁସନ ଏବଂ 1-120Hz ଆଡାପ୍ଟିଭ୍ ରିଫ୍ରେସ ରେଟ୍‌ ଅଛି ।
  • 16GB LPDDR5X RAM ଏବଂ 256GB, 512GB କିମ୍ବା 1TB ଷ୍ଟୋରେଜ୍ ଅପସନ
  • 4700mAh ବ୍ୟାଟେରୀ ଅଛି, ଯାହା ପୂରା ଦିନର ବ୍ୟାଟେରୀ ଜୀବନ ଦେଇଥାଏ ।
  • ଏହି ଫୋନର ବେସ୍ ଭାରିଏଣ୍ଟର ମୂଲ୍ୟ ହେଉଛି 1,09,900 ଟଙ୍କା ।

9. Google Pixel 9 Pro XL

Google Pixel 9 Pro XL
Google Pixel 9 Pro XL (Photo Credit- Google)

ଗୁଗଲ୍‌ର ଏହି ସ୍ମାର୍ଟଫୋନ୍ 13 ଅଗଷ୍ଟ 2024ରେ ଲଞ୍ଚ କରାଯାଇଥିଲା । ଏହି ଫୋନରେ ପ୍ରୋସେସର୍ ପାଇଁ ଗୁଗୁଲ୍ ଟେନସର୍ G4 ଚିପସେଟ୍ ଅଛି, ଯାହା ଉପଭୋକ୍ତାମାନଙ୍କୁ ଉନ୍ନତ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ । ଏହା ବ୍ୟତୀତ ଏହି ଫୋନ୍ ବିଷୟରେ ସବୁଠାରୁ ଖାସ କଥା ହେଉଛି ଏହାର କ୍ୟାମେରା ଗୁଣବତ୍ତା ଏବଂ AI ଫିଚର ।

ଫିଚର:

  • 120Hz ରିଫ୍ରେସ ରେଟ୍‌ ସହ 6.8-ଇଞ୍ଚର OLED ଡିସପ୍ଲେ
  • 50MP ମୁଖ୍ୟ କ୍ୟାମେରା, 48MP ଟେଲିଫଟୋ ଏବଂ 48MP ଅଲଟ୍ରାୱାଇଡ୍ ଲେନ୍ସ
  • ଫୋନ୍ ଆଣ୍ଡ୍ରଏଡ୍ 14 ଆଧାରିତ OSରେ ଚାଲିଥାଏ ।
  • ଅନେକ AI ଫିଚର ରହିଛି, ଯାହାକି ଫଟୋଗ୍ରାଫି ଏବଂ ଭଏସ୍ ଆସିଷ୍ଟାଣ୍ଟରେ ଉନ୍ନତି ଆଣେ ।
  • ଏହି ଫୋନର ବେସ୍ ଭାରିଏଣ୍ଟର ମୂଲ୍ୟ 1,24,999ରୁ ଆରମ୍ଭ ହେଉଛି ।

10. Vivo X100 Pro

Vivo X100 Pro
Vivo X100 Pro (Photo Credit- Vivo)

ଭିଭୋର ଏହି ଫୋନ୍ 2024ର ଆରମ୍ଭରେ 4 ଜାନୁଆରୀ 2024ରେ ଲଞ୍ଚ କରାଯାଇଥିଲା । ଏହି ଫୋନରେ ପ୍ରୋସେସର୍ ପାଇଁ ମିଡିଆ ଟେକ୍ ଡାଇମେନସିଟି 9300 ଚିପସେଟ୍ ବ୍ୟବହୃତ ହୋଇଛି । ଫୋନରେ ଥିବା ଅପ୍ଟିକାଲ୍ ଜୁମ୍ ଲେନ୍ସ କ୍ୟାମେରା, ପ୍ରିମିୟମ୍ ଡିଜାଇନ ଏବଂ ଫାଷ୍ଟ ଚାର୍ଜିଂ ହେଉଛି ଏହାର ସବୁଠାରୁ ଭଲ ଫିଚର ।

ଫିଚର:

  • 120Hz ରିଫ୍ରେସ ରେଟ୍‌ ସହ 6.78-ଇଞ୍ଚର AMOLED ଡିସପ୍ଲେ
  • 50MP ମୁଖ୍ୟ ସେନ୍ସର, 50MP ଅଲଟ୍ରାୱାଇଡ୍ ଲେନ୍ସ ଏବଂ 3x ଅପ୍ଟିକାଲ୍ ଜୁମ୍ ସହିତ 64MP ଟେଲିଫଟୋ ଲେନ୍ସ ଅଛି।
  • 120W ଫାଷ୍ଟ ଚାର୍ଜିଂ ସପୋର୍ଟ
  • ଆଣ୍ଡ୍ରଏଡ୍ 14 ଉପରେ ଆଧାର କରି ଭିଭୋର କଷ୍ଟମ୍ ସ୍କିନ୍ OS ସହିତ ଏହି ଫୋନ୍ ଲଞ୍ଚ ହୋଇଛି ।
  • ଏହି ଫୋନର ମୂଲ୍ୟ 63,999 ଟଙ୍କା ।
ଏହା ବି ପଢନ୍ତୁ
  1. ବର୍ଷ 2024ର ଟପ୍‌ ଇଲେକଟ୍ରିକ କାର୍‌; ଦିଏ 400KMରୁ ଅଧିକ ରେଞ୍ଜ
  2. ବିଶ୍ବ ସ୍ପେଶ୍‌ ପୁରସ୍କାର ହାତେଇବାଠୁ ୟୁରୋପ ସାଟେଲାଇଟ୍‌ ଲଞ୍ଚ ପର୍ଯ୍ୟନ୍ତ...2024ରେ ISROର ବିରଳ କୀର୍ତ୍ତିମାନ
  3. ଆକାଶରେ ଦ୍ବିତୀୟ ଜହ୍ନଠୁ କାଠ ସାଟେଲାଇଟ ଲଞ୍ଚ୍‌ ପର୍ଯ୍ୟନ୍ତ; ବିଦାୟୀ ବର୍ଷ ଫର୍ଦ୍ଦରେ ମହାକାଶ ବିଜ୍ଞାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.