ETV Bharat / state

ସୁକନ୍ୟା ଟଙ୍କାକୁ କରୋନା ବିରୁଦ୍ଧ ଲଢେ଼ଇ ପାଇଁ ଦାନ ଦେଲେ ଛାତ୍ରୀ - ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ

ସୁକନ୍ୟାରେ ସଞ୍ଚିତ ଅର୍ଥକୁ କୋରୋନା ବିରୁଦ୍ଧ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜଣେ କୁନି ଛାତ୍ରୀ । ସେପଟେ ବୌଦ୍ଧର ସହକାରୀ ଜିଲ୍ଳାପାଳ ଅବିନାଶ ପାଣ୍ଡିଆ ନିଜ ଦରମା ଟଙ୍କାରେ ମାସ୍କ କିଣି ଲୋକଙ୍କୁ ମାଗଣାରେ ବାଣ୍ଟିବା ସହିତ ଅସହାୟ ଲୋକଙ୍କୁ ଖାଇବାକୁ ଦେଇଛନ୍ତି । ଅଧିକ ପଢନ୍ତୁ...

a student donated her fund money to fight against corona
ସୁକନ୍ୟା ଟଙ୍କାକୁ କରୋନା ବିରୁଦ୍ଧ ଲଢେ଼ଇ ପାଇଁ ଦାନ ଦେଲେ ଛାତ୍ରୀ
author img

By

Published : Apr 15, 2020, 1:17 AM IST

ବୌଦ୍ଧ: କୋରୋନା ଭଳି ମହାମାରୀରର ଆତଙ୍କରେ ଏବେ ସାରା ବିଶ୍ବ । ତେବେ ଏଭଳି ଏକ ଘଡ଼ିଶନ୍ଧି ମୁହୂର୍ତ୍ତରେ ସରକାରଙ୍କ ଠାରୁ ଆରମ୍ଭ କରି କଳାକାର, କଣ୍ଠଶିଳ୍ପୀ, ବିଭିନ୍ନ ସ୍ବେଚ୍ଛାସେବୀ ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢାଉଛନ୍ତି । କିନ୍ତୁ ଜଣେ ଛାତ୍ରୀଙ୍କ ବଦାନ୍ୟତା ଲୋକଙ୍କୁ ଭାବବିହ୍ବଳ କରି ଦେଇଛି ।

ସୁକନ୍ୟା ଟଙ୍କାକୁ କରୋନା ବିରୁଦ୍ଧ ଲଢେ଼ଇ ପାଇଁ ଦାନ ଦେଲେ ଛାତ୍ରୀ

ସୁକନ୍ୟାରେ ସଞ୍ଚିତ ଅର୍ଥକୁ କରୋନା ବିରୁଦ୍ଧ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକ ଦାନ କଲେ ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜଣେ କୁନି ଛାତ୍ରୀ । ସେପଟେ ବୌଦ୍ଧର ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ ନିଜ ଦରମା ଟଙ୍କାରେ ମାସ୍କ କିଣି ଲୋକଙ୍କୁ ମାଗଣାରେ ବାଣ୍ଟିବା ସହିତ ଅସହାୟ ଲୋକଙ୍କୁ ଖାଇବାକୁ ଦେଇଥିଲେ ।

ଏପରିକି ଦିନ ମଜୁରିଆ ମଧ୍ୟ ସେମାନଙ୍କ ସଞ୍ଚିତ ଅର୍ଥରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରି ଏକ ମହତ କାମ କରିଛନ୍ତି । ତେବେ ମାନବ ଜାତି ପାଇଁ ଏଭଳି ଏକ ବିପଦ ସମୟରେ ସହାୟତାର ହାତ ବଢାଉଥିବା ସମସ୍ତ ବଦାନ୍ୟ ବ୍ୟକ୍ତିଙ୍କୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବୋଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.