ETV Bharat / state

11 କେଭି ବିଦ୍ୟୁତ ତାର ଲାଗି ନାବାଳକ ଗୁରୁତର

author img

By

Published : Mar 9, 2020, 10:57 PM IST

ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନାରେ ଜଣେ ନାବଳକୁ ଲାଗିଛି 11 କେଭି ବିଦ୍ୟୁତ ତାର । ଗୁରୁତର ଅବସ୍ଥାରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ସୂଚନା ପାଇଁ ପଢନ୍ତୁ ...

A boy injured   about the 11 kV power line in Boudh
11 କେବି ବିଦ୍ୟୁତ ତାର ଲାଗି ନାବାଳକ ଗୁରୁତର

ବୌଦ୍ଧ: ବାଉଁଶୁଣୀ ଥାନା ଅଞ୍ଚଳରେ ଅଘଟଣ । ଜଣେ ଆଠ ବର୍ଷର ନାବାଳକ 11 କେଭି ବିଦ୍ୟୁତ ତାର ଲାଗି ଗୁରୁତର ଆହତ ହୋଇଛି । ଗୁରୁତର ଅବସ୍ଥାରେ ତାକୁ ବାଉଁଶୁଣୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାର ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

11 କେଭି ବିଦ୍ୟୁତ ତାର ଲାଗି ନାବାଳକ ଗୁରୁତର

ବୌଦ୍ଧ ଜିଲ୍ଲା ଗୋଛାପଡା ପଞ୍ଚାୟତ ଅନ୍ତର୍ଗତ ତ୍ରିବେଣୀପୁର ଗ୍ରାମରେ ଘଟିଛି ଏହି ଅଘଟଣ । ଗ୍ରାମର ଆଠ ବର୍ଷୀୟ ସମୀର ଗାଇଗୌରିଆ ନିଜ ଘର ଛାତ ଉପରେ ଖେଳୁଥିବା ବେଳେ ଘର ଉପର ଦେଇ ଯାଇଥିବା ଏଗାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲା । ପ୍ରଥମେ ସମୀରକୁ ଗୁରୁତର ଅବସ୍ଥାରେ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.