ETV Bharat / state

ବୌଦ୍ଧରେ ଆଉ 8 କୋରୋନା ପଜିଟିଭ ଚିହ୍ନଟ, ଚିନ୍ତାରେ ପ୍ରଶାସନ - corona virus

ବୌଦ୍ଧରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ଜିଲ୍ଲାରେ ଲକଡାଉନ ଅବଧି ବୃଦ୍ଧି କରିବାକୁ ଦାବି । ଅଧିକ ପଢନ୍ତୁ...

ବୌଦ୍ଧରେ ଆଉ 8 କୋରୋନା ପଜିଟିଭ ଚିହ୍ନଟ, ଚିନ୍ତାରେ ପ୍ରଶାସନ

author img

By

Published : Jul 19, 2020, 2:27 PM IST

ବୌଦ୍ଧ: ହୁ ହୁ ହୋଇ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗ୍ରାମାଞ୍ଚଳ ପରେ ଏବେ ବୌଦ୍ଧ ସହର ମଧ୍ୟରେ ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି(ରବିବାର) ପୁଣି 8 ଜଣ ଆକ୍ରାନ୍ତ ଚିହ୍ନଟ ପରେ ବୁଦ୍ଧିଜୀବୀ ଓ ପ୍ରଶାସନ ଚିନ୍ତିତ ହୋଇପଡିଛନ୍ତି ।

ସେପଟେ ଗତ 30 ତାରିଖରୁ ଟିଏମସି ଗୁଡିକରେ ପରିଚାଳନା ବନ୍ଦ ହୋଇଯାଇ ଥିବାରୁ ସମସ୍ୟା ଘେରରେ ପ୍ରବାସୀ । ସେହିପରି ବିଶେଷ ଭାବରେ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନେ ଆକ୍ରାନ୍ତ ହେବାପରେ ଏହି ଚିନ୍ତା ଆହୁରି ବଢିଯାଇଛି ।

ବୌଦ୍ଧରେ ଆଉ 8 କୋରୋନା ପଜିଟିଭ ଚିହ୍ନଟ, ଚିନ୍ତାରେ ପ୍ରଶାସନ

ତଥାପି ମଧ୍ୟ ଅନେକ ସ୍ଥାନରେ କିଛି ଅମାନିଆ କୋଭିଡ ନିୟମକୁ ମାନୁ ନଥିବା ଦେଖାଯାଉଛି । ବର୍ତ୍ତମାନ ଜିଲ୍ଲାରେ ସାପ୍ତାହିକ ଦୁଇ ଦିନ ସଟଡାଉନ କରାଯାଇଥିବା ବେଳେ ଏହାକୁ ଆହୁରି ବୃଦ୍ଧି କରାଯିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.