ETV Bharat / state

ବାଲାଟ ପେପର ଫୋଲଡିଂକୁ ନେଇ ଉତ୍ତେଜନା, ଭୋଟିିଂ ବନ୍ଦ - ବାଲାଟ ପେପର ଫୋଲଡିଂକୁ ନେଇ ଉତ୍ତେଜନା

ଭଦ୍ରକ ଜିଲ୍ଲାରେ ଦୁଇଟି ବୁଥରେ ବାଲାଟ ପେପର ଫୋଲଡିଂକୁ ନେଇ ଉତ୍ତେଜନା । ଏ ନେଇ ପ୍ରିଜାଇଡିଂଙ୍କ ଅଫିସରଙ୍କୁ ଦାୟୀ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ବାଲାଟ ପେପର ଫୋଲଡିଂକୁ ନେଇ ଉତ୍ତେଜନା
ବାଲାଟ ପେପର ଫୋଲଡିଂକୁ ନେଇ ଉତ୍ତେଜନା
author img

By

Published : Feb 20, 2022, 3:40 PM IST

ଭଦ୍ରକ: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବି ହିଂସା । କେଉଁଠି ବୁଥ ଜବରଦଖଲ ତ କେଉଁଠି ଖବରଦାତାଙ୍କୁ ଆକ୍ରମଣ ଭଳି ଚିତ୍ର ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲାରେ ଦୁଇଟି ବୁଥରେ ବାଲାଟ ପେପର ଫୋଲଡିଂକୁ ନେଇ ଉତ୍ତେଜନା । ଏ ନେଇ ପ୍ରିଜାଇଡିଂ ଅଫିସରଙ୍କୁ ଦାୟୀ କରିଛନ୍ତି ଗ୍ରାମବାସୀ ।

ବାଲାଟ ଫୋଲଡିଂକୁ ନେଇ ଉତ୍ତେଜନା

ଅଭିଯୋଗ ଅନୁସାରେ ବାଲାଟ ପେପରରେ ପ୍ରାର୍ଥୀଙ୍କ 3 ଟି ଚିହ୍ନ ଦେଖାଯାଉଥିଲା। ବାକି ଚିହ୍ନ ଦେଖା ନଯିବାରୁ ବୁଥରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଛି । 141 ଖଣ୍ଡ ଭୋଟ ପରେ ଭୋଟଦାନ ସ୍ଥଗିତ ରହିଛି । ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ 4 ଓ 5 ନମ୍ବର ୱାର୍ଡରେ ଭୋଟିଂ ଚାଲିଥିଲା । 141 ଖଣ୍ଡ ଭୋଟ ପରେ ସରପଞ୍ଚଙ୍କ ବାଲାଟରେ 3 ଟି ଚିହ୍ନ ଦିଶୁଥିବା ବେଳେ ଅନ୍ୟ ଚିହ୍ନ ଦେଖାଯାଉନଥିବା ଅଭିଯୋଗକୁ ନେଇ ଉତ୍ତେଜନା ଦେଖାଦେଇଛି ।

ତେବେ ଦୁଇ ୱାର୍ଡରେ ସରପଞ୍ଚ ଭୋଟ ସ୍ଥଗିତ ନେଇ ସୂଚନା ମିଳିଛି । ଅନ୍ୟ ପଦ ପାଇଁ ଭୋଟ ହୋଇଛି । ଭୋଟିଂ ବନ୍ଦ ଦାବିରେ ଭୋଟିଂ କେନ୍ଦ୍ର ସମ୍ମୁଖରେ ଉତ୍ତେଜନା ଦେଖା ଦେଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.