ETV Bharat / state

ସିଡିପିଓ କାର୍ଯ୍ୟାଳୟ ସୁପର ଭାଇଜରଙ୍କ ଘରେ ଭିଜିଲାନ୍ସ ଚଢାଉ

author img

By

Published : Aug 24, 2021, 10:57 AM IST

Updated : Aug 24, 2021, 11:07 AM IST

ସିଡିପିଓ କାର୍ଯ୍ୟାଳୟ ସୁପର ଭାଇଜରଙ୍କ ଘରେ ଭିଜିଲାନ୍ସ ରେଡ୍

09:40 August 24

ଭଦ୍ରକ: ଶିଶୁ କଲ୍ୟାଣ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ରେଡ୍  । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଛି । ସୁପରଭାଇଜରଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ  ।

ସୂଚନା ଅନୁଯାୟୀ ଭିଜିଲାନ୍ସର 3 ଟି ଟିମ ଭଦ୍ରକ ସିଡିପିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଚଢାଉ କରିଛି । ଭଦ୍ରକ ସ୍ଥିତ ସାମରାଇପୁର ବାସଭବନ, ଅଫିସ, ଆମ୍ୱରୋଳି ସ୍ଥିତ ଗାଁରେ ଭିଜିଲାନ୍ସ ଚଢ଼ାଉ କରିଛିି । ତେବେ ମୋଟ ତିନୋଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ସୁପର ଭାଇଜରଙ୍କ ନାମରେ ପୂର୍ବରୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇ ଆସୁଥିଲା । ଏହି ଅଭିଯୋଗ ଆଧାରରେ ଭଦ୍ରକ ଭିଜିଲାନ୍ସ ଟିମ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରୁଛି ବୋଲି ଜଣାପଡିଛି । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । 

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Aug 24, 2021, 11:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.