ETV Bharat / state

3500 ଲିଟର ମଦ ବୋଝେଇ ମିନିଟ୍ରକ ଜବତ, 2 ଗିରଫ

author img

By

Published : Feb 2, 2020, 8:16 PM IST

ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏକ ମିନିଟ୍ରକକୁ 3500 ଲିଟର ମଦ ଜବତ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ...

wine seized
ମଦ ବୋଝେଇ ମିନିଟ୍ରକ ଜବତ, 2 ଗିରଫ

ଭଦ୍ରକ: ଅବକାରୀ ବିଭାଗ ଦ୍ବାରା ବିପୁଳ ପରିମାଣର ମଦ ବୋଝେଇ ମିନିଟ୍ରକ ଜବତ । ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣରେ ଦେଶୀ ମଦ ଜବତ କରାଯାଇଛି। ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏକ ମିନିଟ୍ରକକୁ ଅବକାରୀ ବିଭାଗ ଅଟକାଇ ଯାଞ୍ଚ କରିଥିଲା। ଏହି ଯାଞ୍ଚ ସମୟରେ ସେଥିରେ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ଦେଶୀ ମଦ ଥିବା ଜଣାପଡିଥିଲା ।

ମଦ ବୋଝେଇ ମିନିଟ୍ରକ ଜବତ

ପରେ ମଦ ବୋଝେଇ ଏହି ଟ୍ରକକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ 2ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ହୋଇଥିବା ଦେଶୀ ମଦ 3500 ଲିଟରରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଏହି ମଦ ବୋଝେଇ ମିନି ଟ୍ରକଟି ବାଲେଶ୍ବରରୁ ଭଦ୍ରକ ଅଭିମୁଖେ ଆସୁଥିବା ସୂଚନା ମିଳିଛି। ଏହି ଚୋରା ଚାଲାଣ କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : WINE CEASE
FORMAT : AVO
REPORT : DEBASIS MOHAPATRA / BHADRAK
DATE : 02.01.2020

ANCHOR : ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣରେ ଦେଶୀ ମଦ ଜବତ କରାଯାଇଛି। ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏକ ମିନିଟ୍ରକକୁ ଅବକାରୀ ବିଭାଗ ଅଟକାଇ ଯାଞ୍ଚ କରିଥିଲା। ଏହି ଯାଞ୍ଚ ସମୟରେ ସେଥିରେ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ଦେଶୀ ମଦ ଥିବା ଜଣାପଡିଥିଲା। Body:ପରେ ମଦ ବୋଝେଇ ଏହି ଟ୍ରକକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ହୋଇଥିବା ଦେଶୀ ମଦ 3500 ଲିଟର ରୁ ଉର୍ଧ୍ଵ ହେବ ବୋଲି ଜଣାପଡିଛି। ଏହି ମଦ ବୋଝେଇ ମିନିଟ୍ରକଟି ବାଲେଶ୍ୱର ରୁ ଭଦ୍ରକ ଅଭିମୁଖେ ଆସୁଥିବା ସୂଚନା ମିଳିଛି। ଏହି ଚୋରା ଚାଲାଣ କରିବାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.