ETV Bharat / state

ତିହିଡି ଥାନା ଘେରାଉ କଲେ ମହିଳା - 50 ରୁ ଉର୍ଦ୍ଧ ମହିଳା

ଭଦ୍ରକ ଜିଲ୍ଲାର ତିହିଡି ଥାନା ଘେରାଉ କଲେ ଇଛାପୁର ଗାଁର ମହିଳା । ଆହୁରି ପଢନ୍ତୁ...

The woman surrounded the Tihidi police station
ତିହିଡି ଥାନା ଘେରାଉ କଲେ ମହିଳା
author img

By

Published : Mar 12, 2020, 8:38 PM IST

ଭଦ୍ରକ: ତିହିଡି ଥାନା ଘେରାଉ କଲେ ମହିଳା । ଭଦ୍ରକ ଜିଲ୍ଲା ଇଛାପୁର ଗାଁର ଜଣେ ଯୁବକ ନିଖୋଜ ହେବା ଘଟଣାକୁ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ, ପୋଲିସ ପକ୍ଷରୁ ପଦକ୍ଷେପ ନୈରାଶ୍ୟଜନକ ମିଳୁଛି । ଏନେଇ ତିହିଡି ଥାନା ଘେରାଉ କରିଥିଲେ ଇଛାପୁର ଗାଁର ମହିଳା ।

ତିହିଡି ଥାନା ଘେରାଉ କଲେ ମହିଳା

50 ରୁ ଉର୍ଦ୍ଧ ମହିଳା ନିଖୋଜ ଯୁବକଙ୍କ ମାଆଙ୍କୁ ସାଙ୍ଗରେ ଧରି ଅତିରିକ୍ତ ଥାନା ଅଧିକାରୀଙ୍କୁ ଭେଟି ତୁରନ୍ତ ନିଖୋଜ ଯୁବକକୁ ଖୋଜି ବାହାର କରିବା ଲାଗି ଦାବି କରିଥିଲେ । ଏନେଇ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.