ETV Bharat / state

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

author img

By

Published : Oct 27, 2020, 8:56 PM IST

ବାଇକକୁ ଧକ୍କା ଦେଇ ଟ୍ରକ ଫେରାର, ଘଟଣାସ୍ଥଳରେ ବାଇକ ଚାଳକ ମୃତ । ଅଧିକ ପଢନ୍ତୁ .....

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ
ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

ଆନନ୍ଦପୁର: ବାଇକରେ ପେଟ୍ରୋଲ୍ ପକାଇବାକୁ ଯାଇଥିଲେ ହେଲେ ଟ୍ରକ ମାଡିଯାଇ ଚାଲିଗଲା ଜୀବନ । ଏଭଳି ଏକ ଘଟଣା ଘଟିଛି ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର କୋଠା ଟେଲିଫୋନ ଏକ୍ସଚେଞ୍ଜ ନିକଟରେ । ମୃତ ବାଇକ୍ ଆରୋହୀ ସ୍ଥାନୀୟ ଅମାରଙ୍ଗ ଗାଁର କୁନା ନାଇକ ବୋଲି ଜଣା ପଡିଛି। ତେବେ ଦୁର୍ଘଟଣା ଘଟାଇଥିବା ଗାଡିଟି ଘଟଣା ସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛି ।

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

କୁନା ଧକୋଠା ଟେଲିଫୋନ୍ ଏକ୍ସଚେଞ୍ଜ ଅପର ପାର୍ଶରେ ଥିବା ପେଟ୍ରୋଲ୍ ପମ୍ଫରୁ ବାଇକରେ ତେଲ ପକାଇ ଘରକୁ ଫେରୁଥିବା ବେଳେ ପଛପଟୁ ଦୃତଗତିରେ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରେ ମାଡି ଯାଇ ପଳାଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ଘସିପୁରା ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇ ଫେରାର ଥିବା ଟ୍ରକ୍ ସମ୍ପର୍କରେ ଖୋଳତାଡ ଆରମ୍ଭ କରିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.