ETV Bharat / state

ଚିତ୍ତୋରରୁ ଭଦ୍ରକ ଫେରିଲେ ପ୍ରବାସୀ ଓଡିଆ

author img

By

Published : May 14, 2020, 7:47 PM IST

ଆନ୍ଧ୍ରପ୍ରଦେଶ ଚିତ୍ତୋରରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକରେ ପହଞ୍ଚିଛି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କ ନାମ ପଞ୍ଜିକରଣ ଓ ଡାକ୍ତର ମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।

sramik-special-train-reach-bhadrak-from-chittor
ଆନ୍ଧ୍ରପ୍ରଦେଶ ଚିତ୍ତୋରରୁ ଫେରିଲେ ପ୍ରବାସୀ ଓଡିଆ,ନିଜ ନିଜ ଟିଏମସିକୁ ପଠାଗଲା

ଭଦ୍ରକ: ରେଳଷ୍ଟେସନରେ ପହଞ୍ଚିଲା ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ । ଆନ୍ଧ୍ରପ୍ରଦେଶ ଚିତ୍ତୋରରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକରେ ପହଞ୍ଚିଛି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କ ନାମ ପଞ୍ଜିକରଣ ଓ ଡାକ୍ତର ମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ କରାଯାଇଛି ।

ଭଦ୍ରକ ରେଳଷ୍ଟେସନରେ ଓହ୍ଲାଇଥିବା ସମସ୍ତ ପ୍ରବାସୀ ନିଜ ପଞ୍ଚାୟତ, ପୌରାଞ୍ଚଳ କିମ୍ବା ବିଜ୍ଞାପିତ ଅଞ୍ଚଳ ପରିଷଦରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (TMC) କୁ ସ୍ବତନ୍ତ୍ର ବସ ଯୋଗେ ନେବାର ବ୍ୟବସ୍ଥା କରାଯାଇଛି । ଏହାକୁ ମିଶାଇ ଚତୁର୍ଥ ସ୍ବତନ୍ତ୍ର ଟ୍ରେନ ପ୍ରବାସୀଙ୍କୁ ବିଭିନ୍ନ ରାଜ୍ୟରୁ ନେଇ ଭଦ୍ରକ ଠାରେ ପହଞ୍ଚିଛି । ଅହୁରି 2 ଟି ସ୍ବତନ୍ତ୍ର ଟ୍ରେନ ଯୋଗେ ପ୍ରବାସୀ ମାନେ ଆସିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି । ପ୍ରବାସୀ ଓଡ଼ିଆଙ୍କ ଆଗମନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କର।ଯାଇଛି । ଏ ନେଇ ଟୁଇଟ କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.