ETV Bharat / state

ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍ - ସମାଜିକ ଦୂରତା ନିୟମ ଉଲ୍ଲଂଘନ

ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରି ଭଦ୍ରକରେ ବହୁ ଦୋକାନ ସିଲ୍ କରାଯାଇଛି ।

shop sealed
ଦୋକାନକୁ ସିଲ୍
author img

By

Published : Jun 12, 2020, 1:51 PM IST

Updated : Jun 12, 2020, 2:38 PM IST

ଭଦ୍ରକ: ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ। ଭଦ୍ରକରେ ବହୁ ଦୋକାନ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିଥିବାରୁ ସେଗୁଡିକୁ ସିଲ୍ କରାଯାଇଛି ।

ସମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍

ସୂଚନା ଅନୁଯାୟୀ, ଆସନ୍ତା ରବିବାର ଓଡିଆ ପର୍ବ ରଜ। ଏଥିପାଇଁ ଭଦ୍ରକ ସହର ବେଶ ଚଳଚଞ୍ଚଳ। ବିଶେଷ କରି ବିଭିନ୍ନ ଲୁଗା ଓ ଡ୍ରେସ ଦୋକାନ ଗୁଡିକରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି। ମାତ୍ର କୋରୋନା ମହାମାରୀ କାଳରେ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଶେଷ ଭାବେ ସମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଦୋକାନଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହି ନିୟମ ଉଲ୍ଲଂଘନ କରିଥିବାରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ଆଜି (ଶୁକ୍ରବାର) ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଉଲ୍ଲଂଘନକାରୀ ବିଭିନ୍ନ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ଚଢାଉ କରାଯିବା ସହ ଦୋକାନ ଗୁଡିକୁ ସିଲ କରାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jun 12, 2020, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.