ETV Bharat / state

ଆଖଣ୍ଡଳମଣି ପୀଠରେ ଲାଗୁ ହେବ 144 ଧାରା - ଆଖଣ୍ଡଳମଣି ପୀଠରେ କଟକଣା

ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଚଳିତ ବର୍ଷ ଜାଗର ଯାତ୍ରାକୁ ନେଇ ସ 144 ଧାରା ଲାଗୁ ହେବ । ଅଧିକ ପଢନ୍ତୁ...

ଆଖଣ୍ଡଳମଣି ପୀଠରେ ଲାଗୁ ହେବ 144 ଧାରା
ଆଖଣ୍ଡଳମଣି ପୀଠରେ ଲାଗୁ ହେବ 144 ଧାରା
author img

By

Published : Mar 5, 2021, 3:50 PM IST

ଭଦ୍ରକ: ଆଖଣ୍ଡଳମଣିଙ୍କ ପୀଠରେ ଲାଗୁ ହେବ 144 ଧାରା । ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଚଳିତ ବର୍ଷ ଜାଗର ଯାତ୍ରାକୁ ନେଇ 144 ଧାରା ଲାଗୁ ହେବ ।

ଆଖଣ୍ଡଳମଣି ପୀଠରେ ଲାଗୁ ହେବ 144 ଧାରା
ଆଖଣ୍ଡଳମଣି ପୀଠରେ ଲାଗୁ ହେବ 144 ଧାରା
ଆଖଣ୍ଡଳମଣି ପୀଠରେ ଲାଗୁ ହେବ 144 ଧାରା
ଆଖଣ୍ଡଳମଣି ପୀଠରେ ଲାଗୁ ହେବ 144 ଧାରା

ଜାଗର ଯାତ୍ରା ପାଇଁ 10 ତାରିଖ ସକାଳ 7 ଟାରୁ 12 ତାରିଖ ସକାଳ 7 ତାରିଖ ପର୍ଯ୍ୟନ୍ତ ପୀଠରେ ଏହି କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନୀତିଗତ ନିଷ୍ପତି ଗ୍ରହଣ କରାଯାଇଛି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ଆଖଣ୍ଡଳମଣି ପୀଠରେ ଲାଗୁ ହେବ 144 ଧାରା

ମନ୍ଦିର ପରିସରରେ ଆୟୋଜିତ ହେବାକୁ ଥିବା ସମସ୍ତ ନୀତିକାନ୍ତି ଓ ପୂଜାର୍ଚ୍ଚନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହେବା ସହ ଜାଗର ଯାତ୍ରା ସମୟରେ ମନ୍ଦିର ଭିତରକୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ନିମନ୍ତେ ସମ୍ପୂର୍ଣ ବାରଣ କରାଯାଇଛି। କେବଳ ସେବାୟତମାନେ ବାବା ଆଖଣ୍ଡଳମଣିଙ୍କ ଜାଗର ନୀତିକାନ୍ତି ସହ ସମସ୍ତ ଦୈନନ୍ଦିନ ପୂଜାର୍ଚ୍ଚନା କରିବା ପାଇଁ ନିଷ୍ପତ୍ତି ହୋଇଥିବା ଭଦ୍ରକ ଜିଲ୍ଲା ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.