ETV Bharat / state

ରକ୍ତତୀର୍ଥ ଇରମରେ ସହିଦ ଦିବସ ପାଳିତ - sahid diwas celebrated in iram

ରକ୍ତତୀର୍ଥ ଇରମରେ ସହିଦ ଦିବସ ପାଳିତ । ସମାଧି ପୀଠରେ ସହିଦଙ୍କୁ ତୋପ ସଲାମୀ । ବିଡ଼ିଓ ପ୍ରଣବ ବେହେରାଙ୍କ ଅଧ୍ୟକ୍ଷତାରେ ସହିଦ ସ୍ମୃତି କମିଟି ଦ୍ବାରା ଏହି ସହିଦ ଦିବସ ଆୟୋଜିତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ
author img

By

Published : Sep 29, 2019, 12:33 AM IST

ଭଦ୍ରକ: ବାସୁଦେବପୁର ରକ୍ତତୀର୍ଥ ଇରମ ଠାରେ ମହା ଆଡମ୍ବରରେ ସହିଦ ଦିବସ ପାଳନ କରାଯାଇଛି। ଏହି ଅବସରରେ ମେଳଣ ପଡ଼ିଆରେ ପରେଡ ଓ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ

ଏହା ସହିତ ସହିଦଙ୍କ ଉଦ୍ଦେଶ୍ୟରେ ସମାଧି ପୀଠରେ ତୋପ ସଲାମୀ ଦିଆଯାଇଥିଲା। ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଭଦ୍ରକ ଡିଏସପି, ବାସୁଦେବପୁର ବିଡ଼ିଓ ଓ ବାସୁଦେବପୁର ଥାନା ଅଧିକାରୀ ସହିଦ ପୀଠରେ ମାଲ୍ୟାର୍ପଣ କରିଥିଲେ। ଏଥିସହିତ ସହିଦ ସ୍ମୃତି ଭବନରେ ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଥିଲା।

ବିଡ଼ିଓ ପ୍ରଣବ ବେହେରାଙ୍କ ଅଧ୍ୟକ୍ଷତାରେ ସହିଦ ସ୍ମୃତି କମିଟି ଦ୍ବାରା ଏହି ସହିଦ ଦିବସରେ ଆୟୋଜନ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଯୋଗ ଦେଇ ଶହୀଦ ପୀଠରେ ମାଲ୍ୟାର୍ପଣ କରିବା ସହିତ ତିଲତର୍ପଣ କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

Intro:SLUG : RAKTA TIRTHA ERAM
FORMAT : AVO
REPORT : DEBASIS MOHAPATRA / BHADRAK
DATE : 28.09.2019

ANCHOR : ଭଦ୍ରକ ଜିଲ୍ଲା ବାସୁଦେବପୁର ରକ୍ତତୀର୍ଥ ଇରମ ଠାରେ ମହା ଆଡମ୍ବରରେ ସହିଦ ଦିବସ ପାଳନ କରାଯାଇଛି। ଏହି ଅବସରରେ ମେଳଣ ପଡ଼ିଆରେ ପ୍ୟାରେଡ଼ ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। Body:ଶହୀଦ ସ୍ମୃତି କମିଟି ଦ୍ୱାରା ଆୟୋଜିତ ଏହି ଶହିଦ ଦିବସରେ ବିଡ଼ିଓ ପ୍ରଣବ ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲା ପ୍ରକଳ୍ପ ନିର୍ଦେଶକ ମଧୁସୂଦନ ଦାସ ଯୋଗ ଦେଇ ଶହୀଦ ପୀଠରେ ମାଲ୍ୟାର୍ପଣ କରିବା ସହିତ ତିଲତର୍ପଣ କରିଥିଲେ। ଏହା ସହିତ ଶହୀଦ ମାନଙ୍କ ଉଦ୍ଧେଶ୍ୟରେ ଶହୀଦ ମାନଙ୍କୁ ସମାଧି ପୀଠରେ ତୋପ ସଲାମୀ ଦିଆଯାଇଥିଲା। ଏଥିରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଭଦ୍ରକ ଡିଏସପି, ବାସୁଦେବପୁର ବିଡ଼ିଓ ଓ ବାସୁଦେବପୁର ଥାନା ଅଧିକାରୀ ଶହୀଦ ପୀଠରେ ମାଲ୍ୟାର୍ପଣ କରିଥିଲେେ।ଏଥି ସହିତ ଶହୀଦ ସ୍ମୃତି ଭବନରେ ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଥିଲା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.