ETV Bharat / state

ଆବାସିକ କଲେଜର ଜଣେ +2 ଛାତ୍ର ନିଖୋଜ, ଥାନାରେ ଏତଲା ଦାୟର - ଭଦ୍ରକ

ଏକ ଆବାସିକ କଲେଜର ଜଣେ +2 ଛାତ୍ର 9 ଦିନ ଧରି ନିଖୋଜ ହୋଇଥିବା ଜଣାପଡିଛି । ତେବେ ନିଖୋଜ ହୋଇଥିବା ଛାତ୍ର ଜଣଙ୍କ ଯାଜପୁର ଜିଲ୍ଲା କାଳିଆପାଣି ଅନ୍ତର୍ଗତ କୋଳରଙ୍ଗ ଗ୍ରାମର ଦେବାଶିଷ ମହନ୍ତ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Mar 22, 2019, 9:21 PM IST

ଭଦ୍ରକ: ଏକ ଆବାସିକ କଲେଜର ଜଣେ +2 ଛାତ୍ର 9ଦିନ ଧରି ନିଖୋଜ ହୋଇଥିବା ଜଣାପଡିଛି । ଏହି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ନିକଟରେ । ତେବେ ନିଖୋଜ ହୋଇଥିବା ଛାତ୍ର ଜଣଙ୍କ ଯାଜପୁର ଜିଲ୍ଲା କାଳିଆପାଣି ଅନ୍ତର୍ଗତ କୋଳରଙ୍ଗ ଗ୍ରାମର ଦେବାଶିଷ ମହନ୍ତ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ମାର୍ଚ୍ଚ 13 ତାରିଖ ଦିନ +2 ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ଦେବାଶିଷ ମହନ୍ତ ଚୁଟି କାଟିବାକୁ କହି କଲେଜ କ୍ୟାମ୍ପସ ବାହାରକୁ ଯାଇଥିଲେ । ଏହାପରେ ସେ କଲେଜକୁ ଆଉ ଫେରି ନଥିଲା। ତେବେ ଏନେଇ କଲେଜ କର୍ତ୍ତୃପକ୍ଷ ଛାତ୍ରଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ଏହାପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରାଯିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏନେଇ କଲେଜ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟୀକରଣ ଦେଇ ନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁରୀ: ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।  ପୁରୀ ଷ୍ଟେସନରେ 4 ନମ୍ବର ପ୍ଲାଣ୍ଟଫର୍ମରେ ଥିବା ବେଳେ ହଠାତ ନିଆଁ ଲାଗିଥିବା ସୂଚନା । ସେପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ପୁରୀରୁ ସମ୍ବଲପୁରକୁ ଯାଉଥିବା ଟ୍ରେନରେ ନିଆଁ ଲାଗିଥିବାର କାରଣ ଜଣାପଡିଛି । ତେବେ ପ୍ରବଳ ଗରମ ଯୋଗୁ ଟ୍ରେନରେ ନିଆଁ ଲାଗିଥିବାର ଜଣାପଡିଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.