ETV Bharat / state

ସଡକ ସୁରକ୍ଷା ଓ କୋରୋନା ସଚେତନତା ପାଇଁ ପଥପ୍ରାନ୍ତ ନାଟକ - ଭଦ୍ରକରେ କରୋନା ସଚେତନତା

ସଡକ ସୁରକ୍ଷା ଓ କୋରୋନା ସଚେତନତା ସୃଷ୍ଟି କରିବା ପାଇଁ ପଥପ୍ରାନ୍ତ ନାଟକ । ପଢନ୍ତୁ ଅଧିକ.....

ସଡକ ସୁରକ୍ଷା ଓ କରୋନା ସଚେତନତା ପାଇଁ ପଥପ୍ରାନ୍ତ ନାଟକ

author img

By

Published : Nov 30, 2020, 10:51 PM IST

ଭଦ୍ରକ: ସଡକ ସୁରକ୍ଷା ଓ କରୋନା ସଚେତନତା ସୃଷ୍ଟି କରିବା ପାଇଁ ପଥପ୍ରାନ୍ତ ନାଟକ। ଭଦ୍ରକ ଜିଲ୍ଲ ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ଗଦି ରାହାସ କମଟି ପକ୍ଷରୁ ସଡକ ସୁରକ୍ଷା ଏବଂ କରୋନା ସଚେତନତା ସୃଷ୍ଟି କରିବା ପାଇଁ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ବିଦେଇପୁର ବଜାର ନିକଟରେ ନାୟକାଣଡିହି ଥାନା ଏସ.ଆଇ ନିରୋଦ କୁମାର ମଲ୍ଲକଙ୍କ ଉପସ୍ଥିତିରେ ସମସ୍ତ ବାଇକ ଆରୋହୀ ମାନଙ୍କୁ ଅଟକାଇ ସାନିଟାଇଜରରେ ହାତ ଧୋଇବା ସହ ମାସ୍କ ବଣ୍ଟନ କରି ହେଲମେଣ୍ଟ ପିନ୍ଧି ଓ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ କମିଟିର ସଦସ୍ୟ ଅନୂରୋଧ କରିଥିଲେ।

ସେହିପରି କରୋନ ମହାମାରୀ ସମୟରେ ନିଜକୁ ସୁରକ୍ଷତ ରଖିବା, ମାଷ୍କ ସାନିଟାଇଜର ବ୍ୟବହାର କରିବା, କରୋନା ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ କରୋନାକୁ ନଡରି ମୁକାବିଲା କରିବାକୁ ମାସ୍କ ନାମକ ପଥପ୍ରାନ୍ତ ନାଟକ ମାଧ୍ୟମରେ କମିଟିର ସଦସ୍ୟମାନେ ବିଦେଇପୁର, ଚାନ୍ଦିମାଳ, ବିରସ ଆଦି ଅଞ୍ଚଳରେ ସଚେତନତା ସୃଷ୍ଟି କରାଇଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.