ETV Bharat / state

କାର ଧକ୍କାରେ ଦୁଇ ନାବାଳକ ମୃତ

author img

By

Published : Sep 10, 2019, 9:40 AM IST

Updated : Sep 10, 2019, 9:50 AM IST

ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ନୂଆ ବସ ଷ୍ଟାଣ୍ଡ ନିକଟରେ ସଡକ ଦୁର୍ଘଟଣା । କାର ଧକ୍କାରେ ଦୁଇ ସାଇକେଲ ଆରୋହୀ ମୃତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ନୂଆ ବସ ଷ୍ଟାଣ୍ଡ ନିକଟରେ କାର ଧକ୍କାରେ ଦୁଇ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ଉଭୟ କୁଆଁସ ଗାଁର ହୋଇଥିବା ବେଳେ ମୃତ ସୁମିତ ସାହୁ ସରସ୍ବତୀ ଶିଶୁମନ୍ଦିରରେ ଅଷ୍ଟମ ଶ୍ରେଣୀର ଛାତ୍ର ଏବଂ ଶୁଭଙ୍କର ମଲ୍ଲିକ ସେଣ୍ଟ ଜାଭିଏର ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସେପଟେ ଦୁର୍ଘଟଣା ଘଟାଇଥିବା କାରଟି ଘଟଣାସ୍ଥଳରୁ ଫେରାର । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ଟାଉନ ପୋଲିସ । ଦୁଇ ମୃତଶରୀରକୁ ପୋଲିସ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରିଛି । ତେବେ ଦୁଇ ମୃତ ନାବାଳକ ହୋଇଥିବା ବେଳେ ସେମାନେ ସକାଳୁ ବୁଲିବାକୁ ବାହାରିଥିଲେ । ଘଟଣାସ୍ଥଳରେ ୨ ଟି ସାଇକେଲ ପଡିଥିବା ଦେଖିବାକୁ ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ACCIDENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 10.09.2019

ANCHOR : ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ନୂଆ ବସ ଷ୍ଟାଣ୍ଡ ନିକଟରେ କାର ଧକ୍କାରେ ଦୁଇ ସାଇକେଲ ଆରୋହୀଙ୍କ ମୃତ୍ୟୁ। Body:ଦୁର୍ଘଟଣା ଘଟାଇଥିବା କାର ଟି ଘଟଣା ସ୍ଥଳରୁ ଫେରାର। ଘଟଣାସ୍ଥଳରେ ପହଂଚିଲା ଟାଉନ ପୋଲିସ। ମୃତ ଶରୀର ଦୁଇଟି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ। ମୃତକ ମାନଙ୍କ ପରିଚୟ ଅସ୍ପଷ୍ଟ। ତେବେ ଦୁଇ ମୃତ ନାବାଳକ ହୋଇଥିବା ବେଳେ କୁଆଡେ ଯାଉଥିଲେ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ୨ ଟି ସାଇକେଲ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି।Conclusion:
Last Updated : Sep 10, 2019, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.