ETV Bharat / state

ଚଳନ୍ତା ଟ୍ରେନରୁ 300 ବସ୍ତା ଚାଉଳ ଚୋରି ଘଟଣା, ଦୁଇ ଅଭିଯୁକ୍ତ ଗିରଫ

ଝାରସୁଗୁଡା ରେଲୱେ ପୋଲିସ ସୋମବାର ଧାମନଗର ପୋଲିସ ସହାୟତାରେ ଧାମନଗର ଖାନକା ପରିସରରୁ ଦୁଇ ଜଣଙ୍କୁ ଗିରଫ କରି ଝାରସୁଗୁଡା ନେଇ ଅଧିକ ପଚରା ଉଚୁରା କରୁଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ..

ଚଳନ୍ତା ଟ୍ରେନରୁ 300 ବସ୍ତା ଚାଉଳ ଚୋରି ଘଟଣା, ଦୁଇ ଅଭିଯୁକ୍ତ ଗିରଫ
ଚଳନ୍ତା ଟ୍ରେନରୁ 300 ବସ୍ତା ଚାଉଳ ଚୋରି ଘଟଣା, ଦୁଇ ଅଭିଯୁକ୍ତ ଗିରଫ
author img

By

Published : Feb 11, 2020, 3:24 AM IST

ଭଦ୍ରକ: ଝାରସୁଗୁଡା ରେଲୱେ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ 300 ବସ୍ତା ଚାଉଳ ଚୋରି କରିଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲା ଧାମନଗରରୁ ଗିରଫ ହେଲେ ଦୁଇ ଯୁବକ ।

ଝାରସୁଗୁଡା ରେଲୱେ ପୋଲିସ ସୋମବାର ଧାମନଗର ପୋଲିସ ସହାୟତାରେ ଧାମନଗର ଖାନକା ପରିସରରୁ ଦୁଇ ଜଣଙ୍କୁ ଗିରଫ କରି ଝାରସୁଗୁଡା ନେଇ ଅଧିକ ପଚରା ଉଚୁରା କରୁଥିବା ଜଣାପଡ଼ିଛି । ଖବର ଅନୁଯାୟୀ, ଝାରସୁଗୁଡା ଆରପିଏଫ ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ଫୋନ ଟ୍ରାକିଂ ମାଧ୍ୟମରେ ସୂଚନା ମିଳିଥିଲା ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଅଛନ୍ତି ।

ଚଳନ୍ତା ଟ୍ରେନରୁ 300 ବସ୍ତା ଚାଉଳ ଚୋରି ଘଟଣା, ଦୁଇ ଅଭିଯୁକ୍ତ ଗିରଫ

ଗତ ଏକ ମାସ ତଳେ ଟ୍ରେନରୁ 300 ବସ୍ତା ଚାଉଳ ଚୋରି କରିବା ଘଟଣା ଝାରସୁଗୁଡ଼ା ରେଲୱେ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଥିଲେ ଅଭିଯୁକ୍ତ । ଏହି ଘଟଣାର ପୂର୍ବରୁ ଆରପିଏଫର କିଛି କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଥିବା ଜଣାପଡିଛି। । ଏହି ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : RAILWAY POLICE
FORMAT : AVO
REPORT : DEBASIS MOHAPATRA / BHADRAK
DATE : 10.02.2020

ANCHOR : ଝାରସୁଗୁଡା ରେଲୱେ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ 300 ବସ୍ତା ଚାଉଳ ଚୋରି କରିଥିବା ଅଭିଯୋଗ ରେ ଭଦ୍ରକ ଜିଲ୍ଲା ଧାମନଗରରୁ ଗିରଫ ହେଲେ ଦୁଇ ଯୁବକ। ଝାରସୁଗୁଡା ରେଲୱେ ପୋଲିସ ଆଜି ଧାମନଗର ପୋଲିସ ସହାୟତାରେ ଧାମନଗର ଖାନକା ପରିସରରୁ ଦୁଇ ଜଣଙ୍କୁ ଗିରଫ କରି ଝାରସୁଗୁଡା ନେଇ ଅଧିକ ପଚରା ଉଚୁରା କରୁଥିବା ଜଣାପଡ଼ିଛି । Body:ଖବର ଅନୁଯାୟୀ ଝାରସୁଗୁଡା ଆରପିଏଫ ଥାନା ରେ ରୁଜୁ ହୋଇଥିବା ଏକ ମାମଲା ରେ, ଫୋନ ଟ୍ରାକିଂ ମାଧ୍ୟମରେ ସୂଚନା ମିଳିଥିଲା ଯେ ଅଭିଯୁକ୍ତ ମାନେ ଭଦ୍ରକ ଜିଲ୍ଲା ଧାମନଗର ଲୋକେସନରେ ଅଛନ୍ତି। ଗତ ଏକ ମାସ ତଳେ ଟ୍ରେନରୁ 300 ବସ୍ତା ଚାଉଳ ଚୋରି କରିବା ଘଟଣା ଝାରସୁଗୁଡ଼ା ରେଲୱେ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଥିଲେ ଅଭିଯୁକ୍ତ । ଏହି ଘଟଣାର ପୂର୍ବରୁ
ଆରପିଏଫର କିଛି କର୍ମଚାରୀ ମଧ୍ଯ ନିଲମ୍ବିତ ହୋଇଥିବା ଜଣାପଡିଛି। । ଏହି ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ଥିବା ସୂଚନା ମିଳିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.