ETV Bharat / state

ଭଦ୍ରକ ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ବର୍ଦ୍ଧିତ

author img

By

Published : Jan 7, 2022, 9:09 PM IST

ଓଡିଶାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି(ଶୁକ୍ରବାର) ବାଲେଶ୍ଵର ଜିଲ୍ଲା ଗସ୍ତ ସମୟରେ ଭଦ୍ରକ ରେଳ ଷ୍ଟେସନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧିକ ପଢନ୍ତୁ

ଭଦ୍ରକ ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ କରାଗଲା ସମ୍ବର୍ଦ୍ଧିତ

ଭଦ୍ରକ : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି(ଶୁକ୍ରବାର) ବାଲେଶ୍ଵର ଜିଲ୍ଲା ଗସ୍ତ ସମୟରେ ଭଦ୍ରକ ରେଳ ଷ୍ଟେସନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭଦ୍ରକ ଜିଲ୍ଲା ରେଲବାଇ ଉନ୍ନୟନ ପରିଷଦର ପରାମର୍ଶ ଦାତା ସଦସ୍ଯ ଶିଶିର ମିଶ୍ର ତଥା ଜନତା ସେବା କେନ୍ଦ୍ରର ବରିଷ୍ଠ ସଦସ୍ୟମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଭଦ୍ରକ ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ବର୍ଦ୍ଧିତ

ତେବେ ଦୀର୍ଘ ବର୍ଷ ଧରି ଭଦ୍ରକରୁ ଭୁବନେଶ୍ବର ଚାଲୁଥିବା ଡିଏମୟୁ ଟ୍ରେନ ବର୍ତ୍ତମାନ ବାଲେଶ୍ବରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଏହାସହ ଭଦ୍ରକ ରେଳ ଷ୍ଟେସନରେ ସ୍ଵଳ୍ପ ସମୟ ପାଇଁ ଅଟକିବା ପରେ ରେଳ ବିଭାଗର ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ବର ଅଭିମୁଖେ ଯାତ୍ରା କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.