ETV Bharat / state

ଉଚ୍ଛେଦକୁ ବିରୋଧ, ଅତିରିକ୍ତ ତହସିଲଦାରଙ୍କୁ ଭେଟିଲେ ବ୍ୟବସାୟୀ - ଦୋକାନୀଙ୍କ ତୀବ୍ର ବିରୋଧ

ଭଦ୍ରକ ତିହିଡି ଗଦି ବଜାର ସରକାରୀ ଜାଗାରେ ଥିବା 84ଟି ଦୋକାନ ଘର ଉଚ୍ଛେଦ କରିବା ପାଇଁ ପ୍ରଶାସନର ପକ୍ଷରୁ ନୋଟିସ୍‌ । ଏନେଇ ଦୋକାନୀ ତୀବ୍ର ବିରୋଧ କରିବା ସହ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଉଚ୍ଛେଦକୁ ବିରୋଧ, ଅତିରିକ୍ତ ତହସିଲଦାରଙ୍କୁ ଭେଟିଲେ ବ୍ୟବସାୟୀ
ଉଚ୍ଛେଦକୁ ବିରୋଧ, ଅତିରିକ୍ତ ତହସିଲଦାରଙ୍କୁ ଭେଟିଲେ ବ୍ୟବସାୟୀ
author img

By

Published : Feb 11, 2020, 3:23 AM IST

ଭଦ୍ରକ: ଜିଲ୍ଲାର ତିହିଡି ଗଦି ବଜାର ସରକାରୀ ଜାଗାରେ ଥିବା 84ଟି ଦୋକାନ ଘର ଉଚ୍ଛେଦ କରିବା ପାଇଁ ପ୍ରଶାସନର ପକ୍ଷରୁ ନୋଟିସ୍‌ । ଏନେଇ ଦୋକାନୀ ତୀବ୍ର ବିରୋଧ କରିବା ସହ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଉଚ୍ଛେଦକୁ ବିରୋଧ, ଅତିରିକ୍ତ ତହସିଲଦାରଙ୍କୁ ଭେଟିଲେ ବ୍ୟବସାୟୀ

ଏହାକୁ ନେଇ ଗଦି ବଜାରର ରାସ୍ତା ପାଶ୍ବର୍ରେ ଥିବା ଦୋକାନୀ ଅତିରିକ୍ତ ତହସିଲଦାରଙ୍କୁ ଭେଟିଥିଲେ । ଉଚ୍ଛେଦକୁ ସେମାନେ ବିରୋଧ କରୁନାହାଁନ୍ତି ମାତ୍ର ଦୀର୍ଘ ବର୍ଷ ଧରି ଦୋକାନ କରି ପରିବାର ପୋଷଣ କରୁଥିବାରୁ ସେମାନଙ୍କୁ ଥଇଥାନ କରିବା ପାଇଁ ଅତିରିକ୍ତ ତହସିଲଦାରଙ୍କ ପାଖରେ ଦାବି କରିଥିଲେ । ଏଥିସହ ଅନ୍ୟ ସରକାରୀ ଜାଗାରେ ଥିବା ଦୋକାନ ଘର ଗୁଡିକ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବା ପାଇଁ ମଧ୍ୟ ଦାବି ହୋଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : EVICTION
FORMAT : AVO
REPORT : DEBASIS MOHAPATRA / BHADRAK
DATE : 10.02.2020

ANCHOR : ଭଦ୍ରକ ଜିଲ୍ଲା ତିହିଡି ଗଦି ବଜାର ସରକାରୀ ଜାଗାରେ ଥିବା ଚୌରାଅସି ଟି ଦୋକାନ ଘର ଉଚ୍ଛେଦ କରିବା ପାଇଁ ପ୍ରଶାସନର ପକ୍ଷରୁ ନୋଟିସ। ଏହାକୁ ଦୋକାନୀ ମାନେ ତୀବ୍ର ବିରୋଧ କରିବା ସହ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। Body:ଏନେଇ ଗଦି ବଜାରର ରାସ୍ତା ପାଶ୍ୱର୍ରେ ଥିବା ଦୋକାନୀ ମାନେ ଅତିରିକ୍ତ ତହସିଲଦାରଙ୍କୁ ଭେଟିଥିଲେ। ଉଚ୍ଛେଦକୁ ସେମାନେ ବିରୋଧ କରୁନାହାଁନ୍ତି , ହେଲେ ଦୀର୍ଘ ବର୍ଷ ଧରି ଦୋକାନ କରି ପରିବାର ପୋଷଣ କରୁଥିବାରୁ, ସେମାନଙ୍କୁ ଥଇଥାନ କରିବା ପାଇଁ ଦାବୀ କରିଥିଲେ। ଏଥିସହ ଅନ୍ୟ ସରକାରୀ ଜାଗାରେ ଥିବା, ଦୋକାନ ଘର ଗୁଡିକ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବା ପାଇଁ ମଧ୍ଯ ଦାବୀ ହୋଇଥିବା ଜଣାପଡିଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.