ETV Bharat / state

CAA-NRC ବିରୋଧରେ ପ୍ରତିବାଦ ସଭା

author img

By

Published : Dec 20, 2019, 9:25 PM IST

CAA-NRCକୁ ବିରୋଧ କରି ଭଦ୍ରକରେ ଯୁବ ମୁସଲିମ ସଙ୍ଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଛି । ମୋଦି ସରକାର ଏହି ବିଲ ଆଣି ଆମ ମଧ୍ୟରେ ଭେଦ ଭାବ ସୃଷ୍ଟି କରୁଥିବା ସେମାନେ କହିଛନ୍ତି ।

protest
protest

ଭଦ୍ରକ: CAA-NRCକୁ ବିରୋଧ କରି ପ୍ରତିବାଦ ସଭା । ଯୁବ ମୁସଲିମ ସଙ୍ଗଠନ ପକ୍ଷରୁ ବାଙ୍କା ବଜାର ଠାରୁ ଏକ ରାଲି ବାହାରି ପୁରୁଣାବଜାର, ଚନ୍ଦନ ବଜାର ପରିକ୍ରମା କରି ନଙ୍ଗାମହଲା ସ୍ଥିତ ଟ୍ରେନିଂ ପଡିଆରେ ଏକ ପ୍ରତିବାଦ ସଭା କରିଥିଲେ । ମୁହଁରେ କଳା ପଟି ବାନ୍ଧି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।

CAA ଓ NRC ବିଲକୁ ବିରୋଧ କରି ଭଦ୍ରକରେ ପ୍ରତିବାଦ ସଭା

ଆମ ସମସ୍ତଙ୍କୁ ଆଜାଦି ଦରକାର ବୋଲି ପ୍ରତିବାଦ ସଭାରେ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।

ଆମେ ସମସ୍ତେ ଭାରତୀୟ ବୋଲି ଗର୍ବ ଅନୁଭବ କରୁ । କିନ୍ତୁ ମୋଦି ସରକାର ଏହି ବିଲ ଆଣି ଆମ ମଧ୍ୟରେ ଭେଦ ଭାବ ସୃଷ୍ଟି କରୁଥିବା ଶୋଭାଯାତ୍ରାକାରୀ ମାନେ କହିଛନ୍ତି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜେ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : CAA NRC
FORMAT : AVB
REPORT : DEBASIS MOHAPATRA / BHADRAK
DATE : 20.12.2019

ANCHOR : CAA ଓ NRC ବିଲ କୁ ବିରୋଧ କରି ଭଦ୍ରକ ରେ ପ୍ରତିବାଦ ସଭା। ଯୁବ ମୁସଲିମ ସଙ୍ଗଠନ ପକ୍ଷରୁ ବାଙ୍କା ବଜାର ଠାରୁ ଏକ ରାଲି ବାହାରି ପୁରୁଣାବଜାର, ଚନ୍ଦନ ବଜାର ପରିକ୍ରମା କରି ନଙ୍ଗାମହଲା ସ୍ଥିତ ଟ୍ରେନିଂ ପଡିଆରେ ଏକ ପ୍ରତିବାଦ ସଭା କରିଥିଲେ।ମୁହଁ ରେ କଳା ପଟି ବାନ୍ଧି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଆମ ସମସ୍ତଙ୍କୁ ଆଜାଦି ଦରକାର ବୋଲି ପ୍ରତିବାଦ ସଭାରେ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ଆମେ ସମସ୍ତେ ଭାରତୀୟ ବୋଲି ଗର୍ବ ଅନୁଭବ କରୁ, କିନ୍ତୁ ମୋଦି ସରକାର ଏହି ବିଲ ଆଣି ଆମ ମଧ୍ୟରେ ଭେଦ ଭାବ ସୃଷ୍ଟି କରୁଥିବା ଶୋଭାଯାତ୍ରା କାରି ମାନେ କହିଥିଲେ। Body:କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜେ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
Bite : ଫିରୋଜା ଏହେମଦ_ପ୍ରତିବାଦ କାରୀ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.