ETV Bharat / state

ଯୁବକଙ୍କୁ ଲଣ୍ଡା କରିବା ଘଟଣା; ଅଭିଯୁକ୍ତଙ୍କୁ ଛାଡି ପୀଡିତକୁ ଗିରଫ କଲା ପୋଲିସ ! - ପୀଡିତକୁ ଗିରଫ କଲା ପୋଲିସ

ଭଦ୍ରକ ଜିଲ୍ଲା ତିହିଡି ଥାନା ବାଉଁଶବାଗ ଗାଁ ରାସ୍ତାରେ ଯୁବକଙ୍କୁ ଲଣ୍ଡା କରି ଜୋତା ମାଳ ପିନ୍ଧାଇ ପାଣି ମାଗିବାରୁ ପରିସ୍ରା ଦେବା ଘଟଣାରେ ନୂଆମୋଡ । ଘଟଣାରେ ଅଭିଯୁକ୍ତକୁ ନୁହେଁ ବରଂ ପୀଡିତ ଯୁବକ ଜଣଙ୍କୁ ଗିରଫ କରିଛି ପୋଲିସ। ଅଧିକ ଖବର ପଢନ୍ତୁ...

ଯୁବକଙ୍କୁ ଲଣ୍ଡା କରିବା ଘଟଣା; ଅଭିଯୁକ୍ତଙ୍କୁ ଛାଡି ପୀଡିତକୁ ଗିରଫ କଲା ପୋଲିସ

author img

By

Published : Aug 6, 2020, 8:15 PM IST

ଭଦ୍ରକ: ଜିଲ୍ଲା ତିହିଡି ଥାନା ବାଉଁଶବାଗ ଗାଁ ରାସ୍ତାରେ ଯୁବକଙ୍କୁ ଲଣ୍ଡା କରି ଜୋତା ମାଳ ପିନ୍ଧାଇ ପାଣି ମାଗିବାରୁ ପରିସ୍ରା ଦେବା ଘଟଣାରେ ନୂଆମୋଡ । ଘଟଣାରେ ଅଭିଯୁକ୍ତକୁ ନୁହେଁ ବରଂ ପୀଡିତ ଯୁବକ ଜଣଙ୍କୁ ଗିରଫ କରିଛି ପୋଲିସ। ଜନୈକ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କ ନାମରେ ଥାନାରେ ଏକ ମାମଲା ରୁଜୁ କରି ପୀଡିତ ଯୁବକ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ବୋଲି କହିଛନ୍ତି ତାଙ୍କ ପତ୍ନୀ।

ଯୁବକଙ୍କୁ ଲଣ୍ଡା କରିବା ଘଟଣା; ଅଭିଯୁକ୍ତଙ୍କୁ ଛାଡି ପୀଡିତକୁ ଗିରଫ କଲା ପୋଲିସ

ତେବେ ପୋଲିସ ନିଜର ଦୋଷ ଲୁଚାଇବାକୁ ଯାଇ 17 ଜଣ ପୁରୁଷ ଓ ମହିଳାଙ୍କ ନାମରେ ମାମଲା ରୁଜୁ କରି କେବଳ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ମାନବାଧିକାର କ୍ଷୂର୍ଣ୍ଣ କରିଥିବା ଅନ୍ୟ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ପୋଲିସ ଗିରଫ କରିବାରେ ସକ୍ଷମ ହୋଇନାହିଁ ।

ତେବେ ଏନେଇ ପୋଲିସ କି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ଅନ୍ୟପକ୍ଷରେ ନ୍ୟାୟ ଦାବି କରିଛନ୍ତି ପୀଡିତଙ୍କ ପରିବାର।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.