ETV Bharat / state

ବେଆଇନ ଗୋ-ଚାଲାଣ, ଗୋରୁ ବୋଝେଇ ପିକଅପ୍‌ ଅଟକ - ଭଦ୍ରକ ଚରମ୍ପା ଅଞ୍ଚଳ

ବେଆଇନ ଗୋ-ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ଗୋରୁ ବୋଝେଇ ପିକଅପ ଅଟକ । ଗାଡିକୁ ପୋଲିସର ଜିମା ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ବେଆଇନ ଗୋ ଚାଲାଣ, ଗୋରୁ ବୋଝେଇ ପିକଅପ ଅଟକ
ବେଆଇନ ଗୋ ଚାଲାଣ, ଗୋରୁ ବୋଝେଇ ପିକଅପ ଅଟକ
author img

By

Published : Jun 20, 2020, 7:50 PM IST

ଭଦ୍ରକ:ବେଆଇନ ଗୋ-ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ଗୋରୁ ବୋଝେଇ ପିକଅପ ଅଟକ । ପରେ ଏହି ଗାଡିକୁ ପୋଲିସର ଜିମା ଦେଲେ ଗ୍ରାମବାସୀ । ଭଦ୍ରକ ଚରମ୍ପା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ବେଆଇନ ଗୋ ଚାଲାଣ, ଗୋରୁ ବୋଝେଇ ପିକଅପ ଅଟକ

ସୂଚନା ଅନୁଯାୟୀ, ଏକ ପିକଅପ ଭ୍ୟାନ ଭଦ୍ରକ ବରାଳ ପୋଖରୀ ଗାଁ ମଧ୍ୟ ଦେଇଯାଉଥିଲା । ଗାଡିକୁ ଦେଖି ସନ୍ଦେହ ଉପୁଜିବାରୁ ସ୍ଥାନୀୟ ଲୋକେ ଗାଡିକୁ ଅଟକାଇ ଥିଲେ । ଏହି ସମୟରେ ଗାଡି ଛାଡି ଡ୍ରାଇଭର ଓ ଅନ୍ୟ ଜଣେ ସେଠାରୁ ଖସି ପଳାଇଥିଲେ । ପରେ ଗାଡିରେ 14ଟି ଗୋରୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଜଣାପଡିଥିଲ। ।

ଏନେଇ ଭଦ୍ରକ ଟାଉନ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିବା ସହ ପିକଅପ ଗାଡିକୁ ଜବତ କରିଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.