ETV Bharat / state

ଥାନା ସାମନାରେ ଦିବ୍ୟାଙ୍ଗଙ୍କ ଅନଶନ - 'ମୋ ସରକାର' ଯୋଜନା

ତିହିଡି ଥାନା ସମ୍ମୁଖରେ ଅନଶନରେ ଦିବ୍ୟାଙ୍ଗ । ତାଙ୍କୁ 15 ଦିନ ପୂର୍ବରୁ ଆକ୍ରମଣ ହୋଇଥିବାବେଳେ ମାମଲା ରୁଜୁ ହୋଇନାହିଁ ।

physical-handicapped-person-protest-infront-of-tihidi-police-station
ଫଟୋ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ
author img

By

Published : Nov 29, 2019, 11:31 PM IST

ଭଦ୍ରକ: ନ୍ୟାୟ ଦାବିରେ ଥାନା ସମ୍ମୁଖରେ ଦିବ୍ୟାଙ୍ଗଙ୍କ ଅନଶନ । ତାଙ୍କୁ 15 ଦିନ ପୂର୍ବରୁ ଆକ୍ରମଣ ହୋଇଥିବାବେଳେ ମାମଲା ରୁଜୁ ହୋଇ ନଥିବାରୁ ତିହିଡି ଥାନା ସମ୍ମୁଖରେ ଦିବ୍ୟାଙ୍ଗ ଅନଶନରେ ବସିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ରାଜ୍ୟ ସରକାର 'ମୋ ସରକାର' ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଅଭିଯୋଗର 15 ଦିନ ପରେ ମଧ୍ୟ ପୋଲିସ ମାମଲା ରୁଜୁ କରୁନାହିଁ ବୋଲି ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ତିହିଡି ବ୍ଲକ ବାରୋ ପଞ୍ଚାୟତ ରାଧାନଗର ଗାଁର ଦିବ୍ୟାଙ୍ଗ ଅଜୟ ଦାସ । କୌଣସି କାରଣ ବଶତଃ ସେହି ଗାଁର କିଛି ବ୍ୟକ୍ତି ତାଙ୍କ ସହ ପାଟିତୁଣ୍ଡ କରିବା ସହ ମାଡ ମାରିଥିଲେ । ଏନେଇ ଅଜୟ ଗତ 14 ତାରିଖ ଦିନ ତିହିଡି ଥାନାରେ ଏକ ଏତଲା ଦେଇଥିଲେ । କିନ୍ତୁ ଏନେଇ ବାରମ୍ବାର ଥାନା ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଦିବ୍ୟାଙ୍ଗଙ୍କୁ କୌଣସି ସୁଫଳ ମିଳିନାହିଁ । ଶେଷରେ ଉପାୟ ନପାଇ ବାଧ୍ୟ ହୋଇ ଅଜୟ ଥାନା ସମ୍ମୁଖରେ ଅନଶନରେ ବସିଥିଲେ ।

ସ୍ଥାନୀୟଲୋକେ ହସ୍ତକ୍ଷେପ କରିବା ପରେ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : HANDICAP PERSON
FORMAT : AVB
REPORT : DEBASIS MOHAPATRA / BHADRAK
DATE : 29.11.2019

ANCHOR : ନ୍ୟାୟ ପ୍ରଦାନ ଦାବିରେ ଭିନ୍ନକ୍ଷମ ଙ୍କ ଥାନା ସମ୍ମୁଖରେ ଅନଶନ । ଭିନ୍ନକ୍ଷମ ବ୍ୟକ୍ତି ଆକ୍ରମଣ ଶିକାର ହୋଇଥିବା ଅଭିଯୋଗର 15 ଦିନ ପୁରିଥିଲେ ମଧ୍ୟ ମାମାଲା ରୁଜୁ ନହେବାରୁ ଥାନା ସମ୍ମୁଖରେ ଭିନ୍ନକ୍ଷମଙ୍କ ଅନଶନ। ଗୋଟିଏ ପଟେ ସରକାର ମୋ-ସରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଅଭିଯୋଗର 15 ଦିନ ପରେ ମଧ୍ୟ ପୋଲିସ ମାମଲା ରୁଜୁ କରୁନାହିଁ ବୋଲି ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ତିହିଡି ବ୍ଲକ ବାରୋ ପଞ୍ଚାୟତ ରାଧାନଗର ଗାଁର ଦୃଷ୍ଟିହୀନ ଭିନ୍ନକ୍ଷମ ଅଜୟ ଦାସ । କୌଣସି କାରଣ ବଶତଃ ସେହି ଗାଁର କିଛି ବ୍ୟକ୍ତି ତାଙ୍କ ସହ ପାଟି ମୁଣ୍ଡ କରିବା ସହ ତାଙ୍କୁ ମାଡ ମାରିଥିଲେ । Body:ଏନେଇ ଅଜୟ ଗତ 14 ତାରିଖ ଦିନ ତିହିଡି ଥାନାରେ ଏକ ଏତାଲେ ଦେଇଥିଲେ । ପରେ ଏନେଇ ବାରମ୍ବାର ଥାନାରେ ଦ୍ବାରସ୍ଥ ହୋଇଥିଲେେ ମଧ୍ଯ କୌଣସି ସୁଫଳ ମିଳିନଥିଲା। ଶେଷରେ ଉପାୟ ନପାଇ ଅଜୟ ଥାନା ସମ୍ମୁଖରେ ଅନଶନରେ ବସିଥିଲେ। ପରେ ସ୍ଥାନୀୟ ଜନସାଧାରଣ ହସ୍ତକ୍ଷେପ କରିବା ପରେ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
Bite : ଅଜୟ ଦାସ_ଦୃଷ୍ଟିହୀନ ଭିନ୍ନକ୍ଷମ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.