ETV Bharat / state

ଭଦ୍ରକରେ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେଲେ PCC ସଭାପତି

author img

By

Published : Jun 28, 2022, 11:42 AM IST

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଭଦ୍ରକ ଗସ୍ତରେ ଆସିଥିଲେ। ଦ୍ବାୟିତ୍ବ ଗ୍ରହଣ କରିବା ପରେ ଶରତଙ୍କ ଏହା ପ୍ରଥମ ଭଦ୍ରକ ଗସ୍ତ । ଏହି ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଅଧିକ ପଢ଼ନ୍ତୁ

pcc president sarat pattanayak visit bhadrak
ଭଦ୍ରକରେ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେଲେ ପିସିସି ସଭାପତି

ଭଦ୍ରକ: ଭଦ୍ରକ ଜିଲ୍ଲା ଗସ୍ତରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ(PCC President Sarat Patnaik) । ଦ୍ବାୟିତ୍ବ ଗ୍ରହଣ କରିବା ପରେ ଶରତଙ୍କ ଏହା ପ୍ରଥମ ଭଦ୍ରକ ଗସ୍ତ । ଏହି ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ପିସିସି ସଭାପତି ବାସୁଦେବପୁରର ରକ୍ତତୀର୍ଥ ଇରମ ଠାରେ ସହିଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିବା ସହ କଂଗ୍ରେସର ଆୟୋଜିତ ଜନ ସମ୍ପର୍କର ପଦଯାତ୍ରା ଏବଂ ସତ୍ୟାଗ୍ରହରେ ସାମିଲ ହୋଇଥିଲେ । ଏହାପରେ ଇଞ୍ଚୁଡ଼ି ଅଭିମୁଖେ ଯାତ୍ରା କରିଥିଲେ ।

ପରେ ସେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଥିବା ଜଣାପଡିଛି । ଆଜି (ମଙ୍ଗଳବାର) ଠାରୁ ମୟୂରଭଞ୍ଜରେ କଂଗ୍ରେସ ଦଳ ପକ୍ଷରୁ ଜନ ସମ୍ପର୍କ ଯାତ୍ରା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହି ଅବସରରେ ଶରତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.