ETV Bharat / state

ଓପିଏସସି ବିଭ୍ରାଟ: ବିଧାନସଭାରେ ଉଠିବ ପ୍ରସଙ୍ଗ, ରାଷ୍ଟ୍ରପତିଙ୍କୁ ଭେଟିଲେ ପରୀକ୍ଷାର୍ଥୀ

ବିଧାନସଭା ଶୀତ ଅଧିବେଶନରେ ଉଠିବ ଓପିଏସସିର ଦାୟିତ୍ବହୀନତା ପ୍ରସଙ୍ଗ । ବିଧାନସଭାରେ ବାଚସ୍ପତିଙ୍କ ରୁଲିଂ ଦାବି କରିବେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ସେପଟେ ନ୍ୟାୟ ପାଇଁ ଓପିଏସସି ଚେୟାରମ୍ୟାନଙ୍କ ସମେତ ରାଜ୍ୟପାଳଙ୍କୁ ଭେଟିବା ପରେ ଶେଷରେ ରାଷ୍ଟ୍ରପତିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ଓଏଏସ ପାଇବାରୁ ବଞ୍ଚିତ ଯୋଗ୍ୟ ପରୀକ୍ଷାର୍ଥୀ ରଜତ କୁମାର ମିଶ୍ର ।

author img

By

Published : Nov 13, 2019, 11:18 PM IST

ଓପିଏସସି ବିଭ୍ରାଟ: ରାଷ୍ଟ୍ରପତିଙ୍କୁ ଭେଟିଲେ ପରୀକ୍ଷାର୍ଥୀ

ଭଦ୍ରକ: ବିଧାନସଭା ଶୀତ ଅଧିବେଶନରେ ଉଠିବ ଓପିଏସସିର ଦାୟିତ୍ବହୀନତା ପ୍ରସଙ୍ଗ । ଓପିଏସସି ପରୀକ୍ଷାରେ କିପରି ଅନୁପସ୍ଥିତ ଥିବା ପିଲାଙ୍କୁ ମାର୍କ ମିଳିଛି ଓ ଏହା ବିରୋଧରେ ‘ଇଟିଭି ଭାରତ’ ସାମ୍ନାରେ ମୁହଁ ଖୋଲିବାରୁ କିପରି ପରୀକ୍ଷାର୍ଥୀଙ୍କୁ ଚେତାବନୀ ଦିଆଯାଇଛି । ସେନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିବେ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଏହାସହ ସେ ଆବଶ୍ୟକ ପଡିଲେ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ନ୍ୟାୟାଳୟ ଯିବେ ବୋଲି ମଧ୍ୟ କହିଛନ୍ତି ।

ଓପିଏସସି ବିଭ୍ରାଟ: ବିଧାନସଭାରେ ଉଠିବ ପ୍ରସଙ୍ଗ

ସେପଟେ ନ୍ୟାୟ ପାଇଁ ଓପିଏସସି ଚେୟାରମ୍ୟାନଙ୍କ ସମେତ ରାଜ୍ୟପାଳଙ୍କୁ ଭେଟିବା ପରେ ଶେଷରେ ରାଷ୍ଟ୍ରପତିଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ଓଏଏସ ପାଇବାରୁ ବଞ୍ଚିତ ଯୋଗ୍ୟ ପରୀକ୍ଷାର୍ଥୀ ରଜତ କୁମାର ମିଶ୍ର । ତେବେ ସେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ନ୍ୟାୟ ପାଇବା ପାଇଁ କେତେ ଆଶାୟୀ ସେନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:od_bha_03_opsc_scam_exclusive_followup_part4_7203442
od_bha_03a_opsc_scam_exclusive_followup_part4_7203442
od_bha_03b_opsc_scam_exclusive_followup_part4_7203442Body:od_bha_03_opsc_scam_exclusive_followup_part4_7203442
od_bha_03a_opsc_scam_exclusive_followup_part4_7203442
od_bha_03b_opsc_scam_exclusive_followup_part4_7203442Conclusion:od_bha_03_opsc_scam_exclusive_followup_part4_7203442
od_bha_03a_opsc_scam_exclusive_followup_part4_7203442
od_bha_03b_opsc_scam_exclusive_followup_part4_7203442
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.