ETV Bharat / state

ଦୋକାନ ଆଲୋକିତ କରିବା ଆଗରୁ ଚାଲିଗଲା ଜୀବନ

author img

By

Published : Oct 27, 2019, 10:28 PM IST

ଦୀପାବଳିର ଖୁସିର ମାହୋଲ ଭିତରେ ଅଘଟଣ । ବିଦ୍ୟୁତ୍‌ ଆଘାତ ଲାଗି ଜଣେ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ।

ଦୋକାନ ଆଲୋକିତ କରିବା ଆଗରୁ ଚାଲିଗଲା ଜୀବନ

ଭଦ୍ରକ: ଦୀପାବଳିରେ ଅଘଟଣ । ଲିଚୁ ଲାଇଟ ଲଗାଉଥିବା ବେଳେ ବିଦ୍ୟୁତ ଆଘାତ ଲାଗି ଜଣେ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ପଦ୍ମପୁର ଗାଁରେ । ମୃତକ ହେଲେ ପ୍ରକାଶ ଚନ୍ଦ୍ର ଓଝା ।

ଦୋକାନ ଆଲୋକିତ କରିବା ଆଗରୁ ଚାଲିଗଲା ଜୀବନ

ସୂଚନା ଅନୁଯାୟୀ, ଦୀପାବଳି ପାଇଁ ଦୋକାନରେ ଲିଚୁ ଲାଇଟ ଲଗାଉଥିଲେ ପ୍ରକାଶ । ହେଲେ ଅସାବଧାନତା ବଶତଃ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଚାଲିଆସି ଅଚେତ୍ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ELECTRIC DEATH
FORMAT : AVO
REPORT : DEBASIS MOHAPATRA / BHADRAK
DATE : 27.10.2019

ANCHOR : ଦୀପାବଳିରେ ଅଘଟଣ। ବିଦ୍ୟୁତ ଆଘାତରେ ଜଣେ ମୃତ। ଲିଚୁ ବତି ଲଗେଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଆଜି ଦୀପାବଳି ପାଇଁ ଘରେ ଲିଚୁ ବତୀ ଲଗେଇବା ସମୟରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ପଦ୍ମପୁର ଗାଁ ର ପ୍ରକାଶ ଚନ୍ଦ୍ର ଓଝା ଅସାବଧାନତା ଯୋଗୁଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଘାତ ପାଇଥିଲେ। ଫଳରେ ହଠାତ ସେ ସେହିଠାରେ ଅଚେତ ହୋଇ ଯାଇଥିଲେ। ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସୟାଳୟକୁ ନେଇଆସିଥିଲା। ହେଲେ ବିଧିର ବିଡମ୍ବନା। ଦୀପାବଳିରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।Body:ANCHOR : ଦୀପାବଳିରେ ଅଘଟଣ। ବିଦ୍ୟୁତ ଆଘାତରେ ଜଣେ ମୃତ। ଲିଚୁ ବତି ଲଗେଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଆଜି ଦୀପାବଳି ପାଇଁ ଘରେ ଲିଚୁ ବତୀ ଲଗେଇବା ସମୟରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ପଦ୍ମପୁର ଗାଁ ର ପ୍ରକାଶ ଚନ୍ଦ୍ର ଓଝା ଅସାବଧାନତା ଯୋଗୁଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଘାତ ପାଇଥିଲେ। ଫଳରେ ହଠାତ ସେ ସେହିଠାରେ ଅଚେତ ହୋଇ ଯାଇଥିଲେ। ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସୟାଳୟକୁ ନେଇଆସିଥିଲା। ହେଲେ ବିଧିର ବିଡମ୍ବନା। ଦୀପାବଳିରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.