ETV Bharat / state

ମାଡି ଆସୁଛି ଅମ୍ଫାନ, ମୁକାବିଲା ପାଇଁ ପ୍ରସ୍ତୁତ ଏନଡିଆରଏଫ ଟିମ୍

author img

By

Published : May 17, 2020, 1:27 PM IST

ବାତ୍ୟା ମୁକାବିଲା ପାଇଁ ଗୁରୁତ୍ବପୂର୍ଣ୍ଣ ସମୁଦ୍ରକୂଳିଆ ଅଞ୍ଚଳରେ ଏନଡିଆରଏଫ ଟିମ ମୁତୟନ ପାଇଁ ନିର୍ଦ୍ଦେଶ ଦେଲା ଜିଲ୍ଲା ପ୍ରଶାସନ ।

Bhadrak distict administration
ଆମ୍ଫାନ ବାତ୍ୟା ମୁକାବିଲା

ଭଦ୍ରକ: ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଜିଲ୍ଲାର ସମୁଦ୍ରକୂଳ ଅଞ୍ଚଳରେ ଏନଡିଆରଫ ଟିମ ମୁତୟନର ଲାଗି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏହି ଏନଡିଆରଏଫ ଟିମକୁ ମୁତୟନ ଲାଗି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

ଆମ୍ଫାନ ବାତ୍ୟା ମୁକାବିଲା

ଏନେଇ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ସଦର ମହକୁମାରେ ଏନଡିଆରଫ ଟିମ ପହଞ୍ଚିବା ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଅଭିମୁଖେ ଯାଇଛନ୍ତି । ବାତ୍ୟାର ମୁକାବିଲା ପାଇଁ ଏହି ଟିମ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ଅନ୍ୟ ଟିମଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.