ETV Bharat / state

ବଣଭୋଜିରୁ ଡାକି ନେଇ ହତ୍ୟା ଅଭିଯୋଗ, ଅନୁସନ୍ଧାନ ଜାରି

author img

By

Published : Jan 1, 2020, 3:00 PM IST

ନୂଆବର୍ଷରେ ଅଭାବନୀୟ ଘଟଣା। ଭୋଜି ନିକଟରୁ କୌଣସି କାମର ବାହାନା ଦେଖାଇ ଡାକିନେଇ ହତ୍ୟା କରାଯାଇଥିବା ଜଣାପଡିଛି। ଅଧିକ ଖବର ପଢନ୍ତୁ...

murder
ବଣଭୋଜିରୁ ଡାକିନେଇ ହତ୍ୟା ଅଭିଯୋଗ,ଅନୁସନ୍ଧାନ ଜାରି

ଭଦ୍ରକ: ନୂଆବର୍ଷରେ ଦୁଃଖଦ ଘଟଣା। ବଣଭୋଜି ବେଳେ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ହତ୍ୟା ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଜଲଙ୍ଗା ଗାଁରୁ।

ବଣଭୋଜିରୁ ଡାକିନେଇ ହତ୍ୟା ଅଭିଯୋଗ,ଅନୁସନ୍ଧାନ ଜାରି

ଅଭିଯୋଗ ଅନୁଯାୟୀ, ଜଲଙ୍ଗା ଗାଁର ସତ୍ୟବ୍ରତ ଶିଅଳ ଗାଁ ପିଲାଙ୍କ ସହ ନୂଆବର୍ଷ ପାଇଁ ବଣଭୋଜି କରୁଥିଲେ। ଏହି ସମୟରେ ଗାଁର ଜନୈକ ଯୁବକ ତାଙ୍କୁ ଭୋଜି ନିକଟରୁ କୌଣସି କାମର ବାହାନା ଦେଖାଇ ଡାକିନେଇଥିବା ଜଣାପଡିଛି। ଭୋଜି ପରେ ଗାଁ ପିଲା ଖୋଜାଖୋଜି କରିଥିଲେ। ପରେ ନିକଟସ୍ଥ ଏକ ପଡିଆରୁ ତାଙ୍କ ମୃତଦେହ ମିଳିଥିଲା।

ମୃତଦେହର ବେକରେ ଚିହ୍ନ ଦେଖିବା ପାଇଁ ମିଳିଛି। ତାଙ୍କୁ ଡ଼ାକିନେଇ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

Intro:SLUG : MURDER
FORMAT : AVO
REPORT : DEBASIS MOHAPATRA / BHADRAK
DATE : 01.01.2020

ANCHOR : ନୂଆବର୍ଷ ରେ ହତ୍ୟା। ବଣଭୋଜି ବେଳେ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ହତ୍ୟା ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଜଲଙ୍ଗା ଗାଁ ରୁ। ଅଭିଯୋଗ ଅନୁଯାୟୀ ଜଲଙ୍ଗା ଗାଁ ର ସତ୍ୟବ୍ରତ ଶିଅଳ ଗାଁ ପିଲା ଙ୍କ ସହ ବଣଭୋଜି କରୁଥିଲେ। ସେହି ଗାଁ ର ଜନୈକ ଯୁବକ ତାଙ୍କୁ ଭୋଜି ନିକଟରୁ କୌଣସି କାମର ବାହାନା ଦେଖାଇ ଡାକିନେଇଥିବା ଜଣାପଡିଛି। ଭୋଜି ପରେ ଗାଁ ପିଲା ଖୋଜାଖୋଜି କରିଥିଲେ। ପରେ ନିକଟସ୍ଥ ଏକ ପଡିଆରୁ ମୃତଦେହ ମିଳିଥିଲା। Body:ମୃତଦେହର ବେକରେ ଚିହ୍ନ ଦେଖିବା ପାଇଁ ମିଳିଛି। ତାଙ୍କୁ ଡ଼ାକିନେଇ ହତ୍ୟା କରାଯାଇଥିବା ମୃତକ ଙ୍କ ପରିବାର ପକ୍ଷରୁ ଥାନା ରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.