ETV Bharat / state

ଚୋରି ଅଭିଯୋଗରେ ଷ୍ଟେସନ ମାଷ୍ଟର ଗିରଫ

author img

By

Published : Dec 3, 2019, 9:47 PM IST

ଷ୍ଟେସନ ମାଷ୍ଟର ଓ ଟ୍ରେନ ପୋଟରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ମିଶି ଟ୍ରେନରେ ଆସୁଥିବା ଦାମିଦାମି ଜିନିଷକୁ ଚୋରି କରୁଥିବା ଅଭିଯୋଗରେ ଗିରଫ ।

station master
ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ଭଦ୍ରକ: ଜିଲ୍ଲାର ମଞୁରୀରୋଡ ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କ ସମେତ ଆଉ ଦୁଇଜଣ ରେଳ କର୍ମଚାରୀ ଗିରଫ । ପ୍ରତିଦିନ ଟ୍ରେନରେ ଆସୁଥିବା ପାର୍ସଲ ଵଗିରୁ ଚୋରି କରୁଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରିଛି ରେଳବାଇ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ସୂଚନା ମୁତାବକ, ଷ୍ଟେସନ ମାଷ୍ଟର ଓ ଟ୍ରେନ ପୋଟରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ମିଶି ଟ୍ରେନରେ ଆସୁଥିବା ଦାମିଦାମି ଜିନିଷକୁ ପ୍ରତିଦିନ ଚୋରୀ କରୁଥିବା ଜଣାପଡ଼ିଛି । ରେଳବାଇ ପୋଲିସ ଏନେଇ ସୂଚନାପାଇ ଏମାନଙ୍କୁ ଗିରଫ କରିଛି।

ଏହି ତିନି ଜଣ ରୀତିମତ ଚୋରି କରୁଥିବା ଅଭିଯୋଗ ବହୁ ପୂର୍ବରୁ ଆସିଥିଲା । ଘଟଣାରେ ସାମସମ ବିଶ୍ବାଳ, ଷ୍ଟେସନ ମାଷ୍ଟର କୁତବର୍ମନ ଓଝା, ସ୍ଥାନୀୟ ଅଞ୍ଚଳର ସନ୍ତୋଷ ସେନାପତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : STATION MASTER
FORMAT : AVB
REPORT : DEBASIS MOHAPATRA / BHADRAK
DATE : 03.12.2019

ANCHOR : ଭଦ୍ରକ ଜିଲ୍ଲା ମଞୁରୀରୋଡ ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କ ସମେତ ଆଉ ଦୁଇଜଣ ରେଳ କର୍ମଚାରୀଙ୍କ ସହଯୋଗରେ ପ୍ରତିଦିନ ଟ୍ରେନରେ ଆସୁଥିବା ପାର୍ସଲ ଵଗିରୁ ଚୋରି କରୁଥିବା ଅଭିଯୋଗରେ ଷ୍ଟେସନ ମାଷ୍ଟର ଓ ଟ୍ରେନ ପୋଟରଙ୍କ ସମେତ ସ୍ଥାନୀୟ ଅଞଳର ଜଣେ ଲୋକ ମିଶି ଟ୍ରେନରେ ଆସୁଥିବ ଦାମି ଦାମି ଜିନିଷକୁ ପ୍ରତିଦିନ ଚୋରୀ କରୁଥିବା ଜଣାପଡ଼ିଛି। ରେଳବାଇ ପୋଲିସ ଏନେଇ ସୂଚନା ପାଇ ଏମାନଙ୍କୁ ଗିରଫ କରିଥିବା ଜଣାପଡିଛି। Body:ଏହି ତିନି ଜଣ ରୀତିମତ ଚୋରି କରୁଥିବା ଅଭିଯୋଗ ବହୁ ପୂର୍ବରୁ ଆସିଥିଲା। ଏହି ଘଟଣାରେ ସାମସମ ବିଶ୍ୱାଳ, ଷ୍ଟେସନ ମାଷ୍ଟର କୁତଵର୍ମନ ଓଝା, ସ୍ଥାନୀୟ ଅଂଚଳର ସନ୍ତୋଷ ସେନାପତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
Bite : ବିକାଶ ରଞ୍ଜନ ସିଂ_ରେଳବାଇ ପୁଲିସ ଇନିସପେକ୍ଟରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.