ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ

author img

By

Published : Dec 6, 2019, 4:59 AM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଏହି ଯୋଜନାରେ ହିତାଧିକାରୀ ଚୟନ କରି କାର୍ଯ୍ୟାଦେଶ ଦେବା ସମୟରେ ସ୍ବଚ୍ଛତା ରକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ଦାବି ହୋଇଛି ।

Irregularity in Prime Minister Housing Scheme
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଏଭଳି ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ଗୁଜିଦରଡା ପଞ୍ଚାୟତରେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ

ଉକ୍ତ ପଞ୍ଚାୟତରେ ଆବାସ ଯୋଜନା ପାଇଁ 380 ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବାବେଳେ ପ୍ରାୟ 360 ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିବା ଜଣାପଡିଛି । ମାତ୍ର ପ୍ରସ୍ତୁତ ହୋଇଥିବା କ୍ରମିକ ନମ୍ବରକୁ ବିଭାଗୀୟ କର୍ତ୍ତୃପକ୍ଷ ସଠିକ୍ ଭାବେ ପାଳନ କରୁନଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତର ଯୋଗ୍ୟ ହିତାଧିକାରୀ । ତେଣୁ ହିତାଧିକାରୀଙ୍କୁ ମନୋନୟନ କରି କାର୍ଯ୍ୟାଦେଶ ଦେବା ସମୟରେ ସ୍ବଚ୍ଛତା ରକ୍ଷା କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ଗୁଜିଦରଡା ପଞ୍ଚାୟତର ହିତାଧିକାରୀ । ଯଦି ଆଗାମୀ ଦିନରେ ଏଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଏସମସ୍ତ ହିତାଧିକାରୀ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ABASA JOJONA
FORMAT : AVO
REPORT : DEBASIS MOHAPATRA / BHADRAK
DATE : 05.12.2019

ANCHOR : ଭଦ୍ରକ ବ୍ଲକ ଗୁଜିଦରଡ଼ା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତାର ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଉକ୍ତ ପଞ୍ଚାୟତରେ 380 ଯୋଗ୍ୟ ହିତାଧିକାରୀ ଥିବାବେଳେ, ପ୍ରାୟ 360 ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିବା ଜଣାପଡିଛି। ହେଲେ ପ୍ରସ୍ତୁତ ହୋଇଥିବା କ୍ରମିକ ନମ୍ବରକୁ ଉପଯୁକ୍ତ ଭାବେ କର୍ତ୍ତୃପକ୍ଷ ପାଳନ କରୁନାହାନ୍ତି। ତେଣୁ ହିତାଧିକାରୀ ମନୋନୟନ କରି କାର୍ଯ୍ୟାଦେଶ ଦେବା ସମୟରେ ସ୍ୱଛତା ରକ୍ଷା ପାଇଁ ଗୁଜିଦରକ୍ଷା ପଞ୍ଚାୟତର ହିତାଧିକାରୀ ମାନେ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି। Body:ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଏସମସ୍ତ ହିତାଧିକାରୀ ଧାରଣା ଦେବାକୁ ଚେତବାନୀ ଦେଇଥିବା ସୂଚନା ମିଳିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.