ETV Bharat / state

କିନ୍ନରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର - ଭଦ୍ରକରେ କିନ୍ନରଙ୍କ ଗୋଷ୍ଠୀ ସଂଘର୍ଷ

ଭଦ୍ରକରେ କିନ୍ନରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଘଟଣାରେ ୫ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଉଭୟ ଗୋଷ୍ଠୀକୁ ଘଉଡାଇବା ପାଇଁ ପୋଲିସର ଜୋରଦାର ପାଟ୍ରୋଲିଂ । ଅଧିକ ପଢ଼ନ୍ତୁ

କିନ୍ନରଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ, ୫ ଗୁରୁତର

author img

By

Published : Jul 4, 2022, 7:52 AM IST

ଭଦ୍ରକ: ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୫ ଗୁରୁତର । ଉଭୟ ଗୋଷ୍ଠୀକୁ ଘଉଡାଇବା ପାଇଁ ପୋଲିସର ଜୋରଦାର ପାଟ୍ରୋଲିଂ । ଗୁରୁତର ୫ କିନ୍ନରଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କିନ୍ନରଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ, ୫ ଗୁରୁତର

ସୂଚନା ଅନୁସାରେ କୌଣସି କାରଣରୁ ଗୋଟିଏ ଗୋଷ୍ଠୀର କିନ୍ନର ଅନ୍ୟ କେତେକ କିନ୍ନରଙ୍କୁ ଆକ୍ରମଣ କରିଥିଲେ । ଏନେଇ ଗୋଟେ ପକ୍ଷ ଭଦ୍ରକ ଟାଉନ ଥାନାରେ ଏତଲା ଦେବାପରେ ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖିଥିଲା । ଏହାପରେ ଅପର ପକ୍ଷର କେତେକ କିନ୍ନରଙ୍କ ସହ ଜିଲ୍ଲା ବାହାରର କିନ୍ନର ମାନେ ଏକାଠି ହୋଇ ଟାଉନ ଥାନା ସମ୍ମୁଖରେ ହୋହଲ୍ଲା କରିଥିଲେ । ତେବେ ଗୋଟିଏ ଗୋଷ୍ଠୀର ଶତାଧିକ କିନ୍ନର ଚରମ୍ପା ଅଞ୍ଚଳର ଏକ ହୋଟେଲରେ ରହିଥିଲେ । ତେବେ ସେହି ହୋଟେଲରେ ଅନ୍ୟ ଗୋଷ୍ଠୀର ଆକ୍ରମଣ ଫଳରେ ୫ ଜଣ ଗୁରୁତର ହେବା ସହ ବ୍ୟାପକ ଭଙ୍ଗାରୁଜା ହୋଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.