ETV Bharat / state

ରାଜ୍ୟପାଳଙ୍କ ଭଦ୍ରକ ଗସ୍ତ, ତ୍ୟାଗଭୂମି ମହୋତ୍ସବରେ ଯୋଗଦାନ

ରାଜ୍ୟପାଳଙ୍କ ଭଦ୍ରକ ଗସ୍ତ । ତ୍ୟାଗଭୂମି ମହୋତ୍ସବରେ ଦେଲେ ଯୋଗ । ଆଗକୁ ପଢନ୍ତୁ...

governor visit to bhadrak
ରାଜ୍ୟପାଳଙ୍କ ଭଦ୍ରକ ଗସ୍ତ
author img

By

Published : Dec 18, 2019, 2:54 AM IST

ଭଦ୍ରକ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଭଦ୍ରକ ଗସ୍ତ । ସହିଦ ସ୍ମୃତି ଭବନ ପରିସରରେ ଚାଲିଥିବା ତ୍ୟାଗଭୂମି ମହୋତ୍ସବରେ ଯୋଗ ଦେଇଛନ୍ତି । ଏଥି ନିମନ୍ତେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା ।

ରାଜ୍ୟପାଳଙ୍କ ଭଦ୍ରକ ଗସ୍ତ

ରକ୍ତତୀର୍ଥ ଇରମ୍ ଓ ସହିଦ ପୀଠ ଲୁଣିଆରୁ ଆସିଥିବା ସହିଦ୍ ସ୍ମାରକୀ ମଶାଲକୁ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ତ୍ୟାଗଭୂମି ପକ୍ଷରୁ ପ୍ରକାଶିତ ଜାତୀୟବାଦୀ କବିତା ବିଶେଷାଙ୍କ ଓ ତ୍ୟାଗଭୂମି ଦସ୍ତାବିଜ୍ ଲୋକାର୍ପିତ ହୋଇଥିଲା ।

ଏହି ଉତ୍ସବରେ ବିଧାନସଭା ବିରୋଧି ଦଳର ଉପନେତା ବିଷ୍ଣୁ ସେଠୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସମେତ ଜିଲ୍ଲାର ବହୁ ବୁଦ୍ଧିଜୀବି, ପ୍ରଶାସନିକ ଅଧିକାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

Intro:SLUG : GOVERNER PROGRAM
FORMAT : AVO
REPORT : DEBASIS MOHAPATRA / BHADRAK
DATE : 17.12.2019

ANCHOR : ଭଦ୍ରକ ସହିଦ୍ ସ୍ମୃତି ଭବନ ପରିସରରେ ଚାଲିଥିବା ତ୍ୟାଗଭୂମି ମହୋତ୍ସବରେ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦାନ କରିଥିଲେ। ଏଥି ନିମନ୍ତେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ରକ୍ତତୀର୍ଥ ଇରମ୍ ଓ ସହିଦ ପୀଠ ଲୁଣିଆରୁ ଆସିଥିବା ସହିଦ୍ ସ୍ମାରକୀ ମଶାଲକୁ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ତ୍ୟାଗଭୂମି ପକ୍ଷରୁ ପ୍ରକାଶିତ ଜାତୀୟବାଦୀ କବିତା ବିଶେଷାଙ୍କ ଓ ତ୍ୟାଗଭୂମି ଦସ୍ତାବିଜ୍ ଲୋକାର୍ପିତ ହେଇଥିଲା। Body:ଏହି ଉତ୍ସବରେ ବିଧାନସଭା ବିରୋଧି ଦଳର ଉପନେତା ବିଷ୍ଣୁ ସେଠୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଙ୍କ ସମେତ ଜିଲ୍ଲାର ବହୁ ବୁଦ୍ଧିଜୀବି, ପ୍ରଶାସନିକ ଅଧିକାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.