ETV Bharat / state

9 ଦଫା ଦାବିରେ ଭଦ୍ରକ ଗାଁ ସାଥିଙ୍କ ଧାରଣା - Gaon sathi organisation protest

ଗାଁ ସାଥି ମିଳିତ କ୍ରିୟାନୁଷ୍ଠାନ କମିଟି ଭଦ୍ରକ ଶାଖା ପକ୍ଷରୁ 9 ଦଫା ଦାବି ନେଇ ଡିଆରଡିଏ କାର୍ଜ୍ୟାଳୟ ସମ୍ମୁଖରେ ଗାଁ ସାଥିମାନେ ଧାରଣ ଦେଇଥିଲେ । ଅଧିକ ପଢନ୍ତୁ...

9 ଦଫା ଦାବିରେ ଭଦ୍ରକ ଗାଁ ସାଥିଙ୍କ ଧାରଣା
9 ଦଫା ଦାବିରେ ଭଦ୍ରକ ଗାଁ ସାଥିଙ୍କ ଧାରଣା
author img

By

Published : Nov 19, 2020, 3:09 AM IST

Updated : Nov 19, 2020, 5:00 AM IST

ଭଦ୍ରକ: 9 ଦଫା ଦାବିରେ ଧାରଣା ଦେଇଛି ଗାଁ ସାଥି । ଗାଁ ସାଥି ମିଳିତ କ୍ରିୟାନୁଷ୍ଠାନ କମିଟି ଭଦ୍ରକ ଶାଖା ପକ୍ଷରୁ 9 ଦଫା ଦାବି ନେଇ ଡିଆରଡିଏ କାର୍ଜ୍ୟାଳୟ ସମ୍ମୁଖରେ ଗାଁ ସାଥିମାନେ ଧାରଣ ଦେଇଥିଲେ ।

ଗାଁ ସାଥିଙ୍କୁ ସର୍ବନିମ୍ନ ମାସକୁ 10 ଦିନ କିମ୍ବା ବର୍ଷକୁ 100 ଦିନ କାମ ଦିଆଯାଉ । ମନରେଗାରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଦିଆଯାଉ ଓ ବକେୟା ପ୍ରାପ୍ୟ ଭଳି 9 ଦଫା ଦାବି ରହିଛି । ଏହା ବ୍ୟତୀତ ବସୁଦେବପୁର ବ୍ଲକର ବ୍ରାହ୍ମଣୀଗାଁର ଗାଁ ସାଥିଙ୍କୁ ନ୍ୟାୟ ଦାବି କରିଛନ୍ତି ।

9 ଦଫା ଦାବିରେ ଭଦ୍ରକ ଗାଁ ସାଥିଙ୍କ ଧାରଣା

ସୂଚନା ଅନୁଯାୟୀ ସେଣ୍ଟ୍ରାଲ ଟିମର ବସୁଦେବପୁର ଗସ୍ତ ସମୟରେ ସର୍ବ ସମ୍ମୁଖରେ ସରପଞ୍ଚ ଗାଁ ସାଥିଙ୍କୁ ମାଡ ମରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଗାଁ ସାଥି ବସୁଦେବପୁର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । 9 ଦଫା ଦାବି ସହ ମାଡର ଶିକାର ହୋଇଥିବା ଗାଁ ସାଥିଙ୍କୁ ନ୍ୟାୟ ପ୍ରଦାନ ନ କଲେ ଆଗାମୀ ଦିନରେ ଅନଶନରେ ବସିବା ନେଇ ଚେତାବନୀ ଦିଆଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 19, 2020, 5:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.