ETV Bharat / state

ବିପୁଳ ପରିମାଣର ବିଦେଶୀ ମଦ ଜବତ, 3 ଗିରଫ

author img

By

Published : Jul 8, 2020, 12:51 AM IST

ଖବର ଅନୁଯାୟୀ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ସାମୁରଇପୁର ଅଞ୍ଚଳରେ ଥିବା ଏକ ଘର ଉପରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ସେଠାରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ପୋଲିସ ।

ଫାଇଲ ଫଟୋ
ଫାଇଲ ଫଟୋ

ଭଦ୍ରକ: ବିପୁଳ ପରିମାଣର ବିଦେଶୀ ମଦ ଜବତ । ଏହାସହ 3 ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଜବତ ମଦର ମୂଲ୍ୟ 4 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ବୋଲି ଜଣାପଡିଛି। ମଙ୍ଗଳବାର ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଦ୍ଵାରା ଏହି ବେଆଇନ ବିଦେଶୀ ମଦ ଜବତ କରାଯାଇଛି ।

ବିପୁଳ ପରିମାଣର ବିଦେଶୀ ମଦ ଜବତ, 3 ଗିରଫ

ଖବର ଅନୁଯାୟୀ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ସାମୁରଇପୁର ଅଞ୍ଚଳରେ ଥିବା ଏକ ଘର ଉପରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ସେଠାରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ହୋଇଥିବା 3 ଜଣ ଯୁବକ ଭଦ୍ରକ ଅଞ୍ଚଳର ଅରୁଣ ସିଅଲ, ରବିନ୍ଦ୍ର ସାହୁ ଓ ଦୀପକ ବେହେରା ବୋଲି ସୂଚନା ମିଳିଛି। ଜବତ ହୋଇଥିବା ଏହି ବିଦେଶୀ ମଦର ଆନୁମାନିକ ବଜାର ମୂଲ୍ୟ 4 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ବୋଲି ଜଣାପଡିଛି । ତେବେ ଏ ସମ୍ପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.