ETV Bharat / state

ଭୟାବହ ଅଗ୍ନିକାଣ୍ଡରେ 6 ବଖରା ଛାରଖାର

ବାସୁଦେବପୁର ବ୍ଲକ ଶ୍ରୀବତ୍ସପୁରରେ ଭୟାବହ ଅଗ୍ନୀକାଣ୍ଡ ହେବାରୁ 3ଟି ପରିବାରର 6 ବଖରା ଘର ଜଳିଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ତୁରନ୍ତ ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି। ଅଧିକ ପଢନ୍ତୁ...

author img

By

Published : Dec 22, 2019, 11:44 PM IST

fire-breaks-in-basudevpur-block-of-bhadrak
ଫଟୋ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ଭଦ୍ରକ: ଜିଲ୍ଲାର ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତ ଶ୍ରୀବତ୍ସପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ 3 ଟି ପରିବାରର 6 ବଖରା ଘର ଜଳିଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

ଆଜି ଅପରାହ୍ନରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ସବୁଆଡେ ନିଆଁ ବ୍ୟାପିଯାଇଥିଲା। ଦେଖୁ ଦେଖୁ ଘରର ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି। କେବଳ ପିନ୍ଧାଲୁଗା ବ୍ୟତୀତ ଅନ୍ୟ କୌଣସି ଆସବାବପତ୍ର ବାହାରକୁ କାଢ଼ିପାରିନଥିଲେ ଅଗ୍ନିକାଣ୍ଡ ପୀଡିତ ପରିବାର। ଏହି ଅଗ୍ନିକାଣ୍ଡରେ 3ଟି ପରିବାରର 6 ବଖରା ଘର ଜଳିଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

ଭୟାବହ ଅଗ୍ନିକାଣ୍ଡରେ 3ଟି ପରିବାରର 6 ବଖରା ଛାରଖାର

ଘଟଣା ବାବଦରେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିବାବେଳକୁ ସବୁ କିଛି ପୋଡି ପାଉଁଶ ହୋଇଯାଇଥିଲା। ତେବେ ତୁରନ୍ତ ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

Intro:SLUG : FIRE ACCIDENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 22.12.2019

ANCHOR : ଅଗ୍ନିକାଣ୍ଡ ଘଟି 6 ବଖରା ଘର ଜଳି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଂଚାୟତ ଶ୍ରୀବତ୍ସପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ 3 ଟି ପରିବାରର 6 ବଖରା ଘର ଜଳିଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହେଇଯାଇଛି। ଆଜି ଅପରାହ୍ନରେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ବ୍ୟାପିଯାଇଥିଲା । କେବଳ ପିନ୍ଧାଲୁଗା ବ୍ୟତୀତ ଅନ୍ୟ କୌଣସି ଆସବାବପତ୍ର ବାହାରକୁ କାଢ଼ିପାରିନଥିଲେ ଅଗ୍ନିକାଣ୍ଡ ପୀଡିତ ପରିବାର। ଗ୍ରାମବାସୀ ମାନେ ଅଗ୍ନିସମ ବିଭାଗକୁ ଖବର ଦେଇଥିଲେ । Body:ଅଗ୍ନିଶମ ବିଭାଗ ପହଂଚିବାବେଳକୁ ସବୁ କିଛି ପୋଡି ପାଉଁଶ ହେଇଯାଇଥିଲା। ତେବେ ତୁରନ୍ତ ସେହି ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି ହୋଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.